Politics

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟର ଭୋଟ ନିର୍ବାଚନ ଶେଷ

ନିଆଳି ନିର୍ବାଚନମଣ୍ଡଳୀରେ ୧୪ଟି ପଞ୍ଚାୟତରେ ମତଦାନ ଶେଷ ହୋଇଛି । କଣ୍ଟାପଡ଼ା ବ୍ଳକର ଉତ୍ତାରଣ ଗ୍ରାମପଞ୍ଚାୟତରେ ୩ଟି ବୁଥରେ ଶାନ୍ତି, ଶୃଙ୍ଖଳାର ସହିତ ଭୋଟରମାନେ ନିଜନିଜର ମତଦାନ କରିଥିଲେ। ୧ରେ ଉତ୍ତାରଣ ର ୧୧୩ ନଂ ବୁଥରେ ….୭୦୦.୫୪ରୁ ୬୦୦, ୧୬-୨ରେ ୧୦୦୦, ୧୩ ଏବଂ ୩ରେ,୬୦୦, ୮୬ଜଣ ମତଦାନ କରିଥିଲେ। ଶାନ୍ତି, ଶୃଙ୍ଖଳାର ସହିତ ଭୋଟରମାନେ ନିଜନିଜର ମତଦାନ କରିଥିଲେ।ଭୋଟରମାନଙ୍କପାଇଁ ଔଷଧ ଏବଂ ପାନୀୟଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ବୁଥ ପରିଷରରେ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।୨ ଦଳଙ୍କ ମଧ୍ୟରେ ବହୁତ ଆନନ୍ଦ, ଉତ୍ସାହ, ଦେଖିବାକୁ ମିଳିଥିଲା । କଣ୍ଟାପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତମାନଙ୍କ ବୁଥ ମଧ୍ୟ ଶାନ୍ତି, ଶୃଙ୍ଖଳାର ସହିତ ମତଦାନ ଭଲ ଥିଲା । ସେଥିମଧ୍ୟରୁ ୨ଟି ବୁଥରେ ସାମାନ୍ୟ ଟିକିଏ ପାଟିତୁଣ୍ଡ ପରିସ୍ଥିତି ଉପୁଜିଥିଲା । କିନ୍ତୁ ଅଳ୍ପ ସମୟ ମଧ୍ୟରେ ସବୁଶାନ୍ତ ପଡିଥିଲା । ସେଥିମଧ୍ୟରୁ ପାଟସୁନ୍ଦରପୁର ୪୮ନଂ ବୁଥରେ ୧୦୦୦,୪୩ଜଣ ମତଦାନ କଣ୍ଟାପଡ଼ାର ୨ ବୁଥର ୧୦୦୦, ୨୦ଜଣ ଏବଂ ୯୦୦, ୪ଜଣ ଥିବାବେଳେ ଡିମିରି ର ୧୦୦୯ନଂ ବୁଥରେ , ୧୨୦୦,୬୫ ରୁ ୯୦୦,୬୮ଜଣ ମତଦାନ କରିଥିଲେ । ଅଡଶପୁରର ୬ଟି ବୁଥରେ ମଧ୍ୟ ମତଦାନ ହୋଇଥିଲା । ସେହିପରି ଗୋବିନ୍ଦପୁର ୪୮ନଂ ବୁଥରେ ୮୦୦୮,୫୦ନଂ ବୁଥରେ ୯୦୦, ୭୯,୫୧ନଂ ବୁଥରେ ୬୦୦,୯୯,୫୨ନଂ ବୁଥରେ ୮୦୦,୮୮,୫୩ନଂ ବୁଥରେ ୭୦୦, ୨୪,୫୪ନଂ ବୁଥରେ ୭୦୦,୪୪ଏବଂ ୫୫ନଂ ବୁଥରେ ୭୦୦,୫୯ଜଣଙ୍କର ମତଦାନ ରହିଥିଲା । ୪ ତାରିଖରେ ହେବ ସମସ୍ତଙ୍କ ଭାଗ୍ୟର ପରୀକ୍ଷା, ସେହି ଦିନଟି ସମସ୍ତ ରାଜ୍ୟବାସୀଙ୍କ ପାଇଁ ଶୁଭମୟ ହେଉ । କଣ୍ଟାପଡ଼ାରୁ ପୁଷ୍ପଲତାଙ୍କ ରିପୋର୍ଟ, ସମର୍ଥ ନିୟୁଜ, ଓଡିଶା

Related Articles

Back to top button