ନିଆଳିରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣପର୍ବ ଅନୁଷ୍ଠିତ.

କଟକ-ସମର୍ଥ ନିୟୁଜ-ନିଆଳି ନିର୍ବାଚନମଣ୍ଡଳୀରେ ଭାରତୀୟ ଜନତା ପାର୍ଟୀର ବିଜୟ ସଂକଳ୍ପ ଓ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ନିଆଳିର ସପ୍ତମୀ ପଡିଆଠାରେ ବି, ଜେ.ପି ଦଳର ବହୁ ଜନସମାଗମ ଦେଖିବାକୁ ମିଳିଥିଲା।ସବୁଠି ଚାଲିଲା ବିକାଶର ଭାଷାଣ,ବାଜିମାତ ମାରିବ କିଏ?କିଏ ହବରାଜ୍ୟର ରାଜା, ଟକ୍କର ଉପରେ ଟକ୍କର ଦେଇ ଚାଲିଛନ୍ତି ନେତାମାନେ, ନେତାଙ୍କ ବାଣୀରେ ଜନତା ବଶୀଭୂତ,୪ ତାରିଖ ପରେ ଦେଖାଯିବ କିଏ କେତେ ଦେଶ, ରାଜ୍ୟକୁ ଆଗେଇ ନେଉଛି । ଗରୀବ, ଖଟିଖିଆ, ନିରାଶ୍ରୟ,,ଭୂମିହୀନକେତେ ପରିମାଣରେ ଆଗକୁ ଆଗଉଛନ୍ତି।କେତେବେଳ ସରିବ ଏମାନଙ୍କ ଦୁଃଖ, ରାଜ୍ୟ ହେବ ଦୁଃଖୀ ଦରିଦ୍ରଙ୍କ ପାଇଁ ସୁନାରଆଳିଆ,ଭାଷଣରେ ଲୋକଙ୍କୁ ବଶୀଭୁତ ନକରି କାମରେ ଯଦି ଦମରୁହେ ତାହାଲେ ଓଡିଶାର ରାଜ୍ୟ ଆଗକୁ ଆଗେଇ ପାରିବ।ଯିଏ ଆସୁନାଁ କାହିଁକି କାର୍ଯ୍ୟହିଁ ଦରକାର। ମିଶା, ଫେଡାର ଅଙ୍କ କଷାରେ ଚାଲିଗଲା ସମୟ |ଆଉ ଗୋଟାଏ ଦିନ ପରେ ଭାଗ୍ୟର ବିଜୟ ଲାଭ,ସଂକଳ୍ପର କାର୍ଯ୍ୟଦକ୍ଷତାକତା ରହିଛି କହିବ ଆଗାମୀ ଦିନ । ଆଜିର ଏହି ସଂକଳ୍ପ ସମାବେଶରେ ମୁଖ୍ୟଅତିଥିମାନେ, ବି, ଜେ,ପିର ରାଜ୍ୟ ମୁଖପାତ୍ର, ପିତାମ୍ବର ଆଚାର୍ଯ୍ୟ, ସାଂସଦ ପ୍ରାର୍ଥୀ-ବିଭୁପ୍ରସାଦ ତରାଇ, ଆଗମୀ ପ୍ରିୟ ନେତା ବିଧାୟକ ପ୍ରାର୍ଥୀ-ଛବିମଲ୍ଲିକ, ଗୋକୁଳ ଚନ୍ଦ୍ର ପ୍ରଧାନ, କଣ୍ଟାପଡ଼ା ବ୍ଳକ ଚେୟାରମ୍ୟାନ୍ -ଜୀନାଭୋଇ, ରାଜେନ୍ଦ୍ର ପ୍ରସାଦ ପାଣ୍ଡା, ଜୟଚନ୍ଦ୍ର ଏବଂ ଅନୁଭବ ମହାନ୍ତି,ରୂପା ଗାଙ୍ଗୁଲି | ମିଶ୍ରଣ ପର୍ବରେ କଂଗ୍ରେସର ପ୍ରାର୍ଥୀ ଆଲୋକ ଲେଙ୍କା ଏବଂ ସତୀଶ କୁମାର ପ୍ରଧାନ ବି, ଜେ,ପି, ରେ ସାମିଲ ହୋଇଥିଲେ। ବହୁ ବରିଷ୍ଠ ନେତୃବୃନ୍ଦ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ।ବ୍ୟୁରୋ ରିପୋର୍ଟ,_ସମର୍ଥ ନିୟୁଜ୍-ଓଡ଼ିଶା