Politics

ଛତିଆ ପଂଚାୟତ ରେ ବିଜେପି ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା

: ଆଜି ବଡ଼ଚଣା ନିର୍ବାଚନ ମଣ୍ଡଳୀ ଛତିଆ ଗ୍ରା. ପ ରେ ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ଅମର ନାୟକ ଗାଁ କୁ ଗାଁ ଓ ଘର କୁ ଘର ବୁଲିଲୋକ ମାନଙ୍କୁ ଭୋଟ ଭିକ୍ଷା କରିଥିଲେ, ଶହ ଶହ ସମର୍ଥକ ଙ୍କ ଶହ ଏକ ବିଶାଳ ପଦ ଯାତ୍ରା କରି ପଂଚାୟତ ର ସମସ୍ତ ଦେବା ଦେଵି ମନ୍ଦିରଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ, ପଂଚାୟତ ସଭାପତି ରଞ୍ଜନ ସାହୁ ସାଗର ବେହେରା ସମିତି ସଭ୍ୟ ଦୀପକ ସାହୁ ଲିକୁ ସାହୁ ପିତାମ୍ବର ବାରିକ ପୂର୍ବତନ ସରପଞ୍ଚ ଭାସ୍କର ପ୍ରଧାନ ସନ୍ତୋଷ ସିଂହ ଭିକାରି ସାହୁ ଗଣେଶ ନନ୍ଦ ଆଭାସ ନାୟକ ମୁନା ରଣା ମନୋଜ ନନ୍ଦ ସଞ୍ଜୟ ମଲିକ ବନ୍ଦା ଳ ସଭାପତି ଗୌତମ ମୁଖି ବ୍ଲକ ସାଧାରଣ ସମ୍ପାଦକ ଅକ୍ଷୟ ବେହେରା ଉଛବ ସାହୁ ଶିବ ରାମ ବାଇ ଶ୍ରୀ ନିବାସ ପ୍ରହରାଜ ଶିଶିର ରାଉତ ମନୋଜ ଲେଙ୍କା ଚମ୍ପାପୁର ସମିତି ସଭ୍ୟ ସତ୍ୟ ବ୍ରତ ବିଶ୍ୱାଳ ସରପଞ୍ଚ ପ୍ରତି ନିଧି ସ୍ମିତ ରଞ୍ଜନ ପ୍ରଧାନ ଜୋନ ସଭାପତି ବିକାଶ ମହାପାତ୍ର ପ୍ରତାପ ଚନ୍ଦ୍ର ରାଉଳ. ମନକି ବାତ ସଂଯୋଜକ ସୁଶାନ୍ତ ସାହୁ ଜିଲ୍ଲା ITCL ଚିନ୍ମୟୀ ସାହୁ ପ୍ରବଞ୍ଜନ ମହାପାତ୍ର ଦେବେନ୍ଦ୍ର ଦାସ ହୃଷିକେଶ ନାଥ ମାଷ୍ଟର ଆଦିତ୍ୟ ସାମନ୍ତ ରାୟ ଦିପୁନା ମଲିକ ପ୍ରଫୁଲ୍ଲ ବିଶ୍ୱାଳଚମ୍ପା ପୁର ସଭାପତି କୃଷ୍ଣ ଚନ୍ଦ୍ର ସ୍ୱାଇଁ ଲଷ୍ମୀଧର ଦାସ ଗିରିଜା ଶଙ୍କର ବାରିକ ସସ୍ମିତା ଦାସ ପ୍ରଭାତ ସ୍ୱାଇଁ ଚିତ୍ତ ରଞ୍ଜନ ସ୍ୱାଇଁ ଭବାନୀ ବେହେରା ପ୍ରମୁଖ ଉକ୍ତ ପଦ ଯାତ୍ରା ର ନେତୃତ୍ୱ ନେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button