ଜନ ସମ୍ପର୍କ ପଦ ଯାତ୍ରା

ଜନ ସମ୍ପର୍କ ପଦ ଯାତ୍ରା. ଆଜି ନେଳିଆ ପଂଚାୟତ ର ଶୁକଦେଇପୁର, ପଦ୍ମନାଭପୁର, ରଙ୍ଗୀଦାସପୁର. ଆଦି ଗ୍ରାମ ରେ ବିଜେପି ର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା, ବିଧାୟକ ପାର୍ଥି ଅମର ନାୟକ, ଘର କୁ ଘର ବୁଲି ଭୋଟର ଭାଇ ଭଉଣୀ ମାନଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ,ନାରୀ ନେତ୍ରୀ ଚିନ୍ମୟୀ ସାହୁ,ଯୁବ ନେତା କୃଷ୍ଣ ଚନ୍ଦ୍ର ସାହୁ, ବିକାଶ ମହାପାତ୍ର, ଚିନ୍ମୟ ବେହେରା, ବିଚିତ୍ର ରାଉତ,ବୁଲୁ,ସାହୁ ହୃଷୀକେଶ ରାଉତ, ଧନେଶ୍ୱର ସାହୁ ଆଦି ସଂଖ୍ୟା ଧିକ କର୍ମୀ.ଜନ ସମ୍ପର୍କ ପଦ ଯାତ୍ରା. ନେଳିଆ ପଂଚାୟତ ର ଶୁକଦେଇପୁର, ପଦ୍ମନାଭପୁର, ରଙ୍ଗୀଦାସପୁର. ସାମିଲ ଥିଲେ ବିଧାୟକ ପାର୍ଥି ଅମର ନାୟକ, ଚିନ୍ମୟୀ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ବିକାଶ ମହାପାତ୍ର, ଚିନ୍ମୟ ବେହେରା, ବିଚିତ୍ର ରାଉତ,ବୁଲୁ, ହୃଷୀକେଶ ରାଉତ, ଧନେଶ୍ୱର ସାହୁ ଆଦିଶତାଧିକ କର୍ମୀ ଉକ୍ତ ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ, ଶ୍ରୀଯୁକ୍ତ ନାୟକ ଙ୍କୁ ପଦ୍ମ ଫୁଲ ଚି଼ହ୍ନ ରେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜିତାଇ ଆଣିବାକୁ ଲୋକ ଙ୍କୁ ଆହ୍ୱାନ ଦେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ





