Politics

ଅନୁଗୁଳ ରେ ନରେନ୍ଦ୍ର ମୋଦି ଙ୍କ ନିର୍ବାଚନୀ ପ୍ରଚାର

ପ୍ରଥମରୁ ଫ୍ୟାନଙ୍କ ପାଖରୁ ଫୋଟୋ ଚିତ୍ର ନେଲେ. ଓଡ଼ିଶାର ପ୍ରତି ପରିବାରରେ କଳା ଅଛି. ମହିମା ଗୋସ୍ୱାଇଁ, ଭୀମ ଭୋଇଙ୍କ ଭୂମିକୁ ପ୍ରଣାମ . ସଂଗଠନ ର ମୂଳ ସବୁ ମୋତେ ଜଣା. ସକାଳ 10 ରୁ ଏମିତି ଭିଡ. ଆଉ ସକାଳୁ 7 ଟାରେ ପୁରୀରେ ଏମିତି ଅବଭୁତ ପୂର୍ବ ଭିଡ. ଜଗନ୍ନାଥ ସମସ୍ତଙ୍କ ଆଶା ପୁରା କରନ୍ତି ସେଥିପାଇଁ ସେଇଟା ପୁରୀ. ମୁଁ ରାଜ୍ୟ ଓ ରାଜ୍ୟ ବାସିଙ୍କ ସୁଖ ସମୃଦ୍ଧି ପ୍ରାର୍ଥନା କଲି . ମତାଦାନ ପାଇଁ ସମସ୍ତ ଭୋଟରଙ୍କୁ ନିବେଦନ କଲେ. କିଛି ଏକ୍ସପର୍ଟ କିଛି ଜାଗାକୁ ଯାଉଛନ୍ତି. ସେମାନେ ଚକିତ ହେଉଛନ୍ତି. ସବୁଠି ମୋଦୀ ସରକାରଙ୍କୁ ତୃତୀୟ ଥର ଆଣିବାକୁ ଚାହୁଁଛନ୍ତି. ଓଡ଼ିଶାରେ ଗୋଟେ ହିଁ ନାରା. ସବୁ ଗଳି ଆଉ ଘରେ ଗୋଟିଏ ନାରା ଓଡ଼ିଶାରେ ଡବଲ ଇଂଜିନ ସରକାର. ବିଜେଡି ସରକାର ଉପରେ 25 ବର୍ଷ ଭରସା କଲେ. ପୁରା ଓଡିଶା ଆଜି ଆତ୍ମ ମନ୍ଥନ କରୁଛି 25 ବର୍ଷରେ ମିଳିଛି . କୃଷକ ଚିନ୍ତିତ, ରୋଜଗାର ପାଇଁ ଯୁବକ ବାହାରକୁ ଯାଉଛି, ଆଦିବାସୀଙ୍କ ଜଳ, ଜମି, ଜଙ୍ଗଲ ଥାଇ ବି ସ୍ଥିତି ସଂଗୀନ. ଏତେ ସମୃଦ୍ଧ ଓଡ଼ିଶାର ଲୋକ ଗରିବୀରେ କାଇଁ ବଂଚିବେ. ଗୁଜୁରାଟ, ସୋମନାଥ ମାଟିରୁ ଜଗନ୍ନାଥ ମାଟିକୁ ପ୍ରଣାମ ଦେଖୁଛି. ଓଡ଼ିଶାର ଗରିବୀ ଦେଖିଲେ ମୋତେ କଷ୍ଟ ହୁଏ. ଏତେ ସମୃଦ୍ଧ ପ୍ରଦେଶ. ମୋ ଓଡିଶାକୁ କିଏ ନଷ୍ଟ କରିଦେଲା. କିଏ ଓଡ଼ିଆ ଯୁବକର ସ୍ୱପ୍ନକୁ ଚୂରାମର କରିଦେଲା. ଏହାର କାରଣ ବିଜେଡି ସରକାର. ପୁରା ଭ୍ରଷ୍ଟାଚାରଙ୍କ କବ୍ଜାରେ ଶାସନ. ଛୋଟ ଛୋଟ ବିଜେଡି ନେତା କୋଟିପତି ହୋଇ ଯାଇଛନ୍ତି. ଓଡ଼ିଶାର ଖଣିଜ ସମ୍ପଦର ଲାଭ ବିଜେଡି ସରକାର ଓଡିଶାକୁ ଦେଲାନି. କେନ୍ଦ୍ରରେ ବିଜେପି ସରକାର ଆସିବାରେ ଓଡିଶାକୁ ଅଧିକ ଖଣି ରାଜସ୍ବ ମିଳିଲା. ନୂଆ ଖଣି ନୀତି ବାନେଇଲେ ମୋଦୀ ସରକାର. ଡିଏମଏଫ ରେ 26 ହଜାର କୋଟି ଟଙ୍କା ଓଡିଶାକୁ ମିଳିଛି. ରାସ୍ତା, ଗାଁ, ଶିକ୍ଷା ରେ ଖର୍ଚ୍ଚ ହେବା କଥା. ହେଲେ ଏଥିରେ ବି ବିଜେଡି ନେତା ଭ୍ରଷ୍ଟାଚାର ଖାଇଗଲେ.ନା ଓଡିଶା ବସି ନା ଓଡ଼ିଆ ସ୍ନାସ୍କୃତ .ଜଗନ୍ନାଥ ମନ୍ଦିର ବି ସୁରକ୍ଷୀତ ନାହିଁ. 24 ବର୍ଷ ହେଲା ରତ୍ନ ଭଣ୍ଡାର ଚାବି ନାହିଁ. ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କବଜା କରି ଯିଏ ସବୁ କରୁଛନ୍ତି ସେମାନେ ହିଁ ଉତ୍ତରଦାୟୀ. ଯେଉଁ ତଦନ୍ତ ହୋଇଥିଲା ସେ ରିପୋର୍ଟରେ କଣ ଥିଲା ଯେ ସେହି ରିପୋର୍ଟ ହିଁ ଚାପି ଦେଲେ. ବିଜେପି ସରକାର ଆସିଲେ କ୍ଷୀର ପାଣି ହୋଇଯିବ. ବିଜେପି ସରକାର ରିପୋର୍ଟ ସାର୍ବାଜନୀନା କରିବ. ଏହା ବହୁତ ଗମ୍ଭୀର ଘଟଣା. ବଜେପି ସରକାର ବନାନ୍ତୁ. ଓଡ଼ିଆ ପୁଅ କି ଝିଅ ମୁଖ୍ୟମନ୍ତ୍ରୀ ଆସନରେ ବସିବା. ବିଜେଡି ସରକାର ଯିବା ନିଶ୍ଚିତ. 10 ରେ ବିଜେପି ସରକାର ଶପଥ ଗ୍ରହଣ ନେବ. ସ୍ଥିର, ଧୀର ବିଜେଡି କୁ ଛାଡି ଦ୍ରୁତ ଗତି ବିଜେପି ସାରାକର କରାନ୍ତୁ. ଓଡ଼ିଶାରେ 8 ଜଳସେଚନ ପ୍ରକଳ୍ପ ଥିଲା.ଏଥିରୁ 5 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି. ହେଲେ ବିଜେଡି ପାଇଁ ବିଳମ୍ବ ହେଉଛି. କୃଷକଙ୍କ ସହ ବିଶ୍ୱାସ ଘାତକତା କରିଛନ୍ତି ବିଜେଡି ସରକାର. ମଣ୍ଡିରେ ବିଜେଡି କୃଷକଙ୍କ ଧାନ ଲୁଟୁଛି. ଏମଏସପି ଦେଇ ପାରୁନାହାନ୍ତି. କୃଷକ ମାନଙ୍କୁ କୁହନ୍ତି ବିଜେପି ସରକାର ହେଲେ ମୋଦିଙ୍କ ଗ୍ୟାରେଣ୍ଟି ଏମେସପି 3100 ଦେବ. 48 ଘଣ୍ଟାରେ ଧାନ ପଇସା ଚାଷୀ ପାଇବେ. କଟଣୀ ଛଟଣୀ ହେବ ନାହିଁ. ମଣ୍ଡିରେ ଇଲେକଟ୍ରିକ ମେସିନ ଲାଗିବ. ବିଜେଡିର କଳା ଚିଠା ଦେଶ ବାସୀଙ୍କ ନଜରକୁ ଆସଲାଣି. ଓଡ଼ିଶାରେ 250 ବନ ଧନ କେନ୍ଦ୍ର ଖୋଲିଛି. 80 ଅଧିକ ବନ ଜାତ ଦ୍ରବ୍ୟ କିଣାଯାଉଛି. ହେଲେ ବିଜେଡି ଏମେସପି ଦେଇ ପାରୁନି. ପେଶା ଆଇନ ଆଦିବାସୀଙ୍କ ପାଇଁ ଲାଗୁ କରୁ ନାହାନ୍ତି ବିଜେଡି ସରକାର. ଓଡ଼ିଶାରେ ବିଜେଡି ପାଇଁ ମା ଭଉଣୀ ଙ୍କ ଘର ଚଲେଇବା ମୁସ୍କିଲ ହୋଇଯାଇଛି. ମୋଦୀ ମାଗଣା ଚାଉଳ ଦେଇଛି ବିଜେଡି ଛପା ଲଗାଉଛି. ଓଡିଶା ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆଣିଛି ବିଜେପି. ବିଜୁଳି ବିଲ ଜିରୋ ପାଇଁ ପିଏମ ସୌର ଘର ଯୋଜନ ହୋଇଛି. 70 ହଜାର ପ୍ରତି ଘର ପିଛା ଦିଆଯିବ ଆପଣ ବିଜୁଳି ପାଇବେ ଆଉ ବିକିବେ. ପ୍ରତି ଘର ମୋ ନମସ୍କାର ପହଞ୍ଚାଇବାକୁ କର୍ମୀଙ୍କୁ ନିବେଦନ କଲେ.

Related Articles

Back to top button