ଛାମ୍ପାପୁର ପଂଚାୟତ ରେ ଗାଁ କୁ ଗାଁ ବୁଲି ବର୍ଷା ଙ୍କ ପ୍ରଚାର


ଆଜି ବଡ଼ଚଣା ବିଜେଡି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ପ୍ରିୟ ଦର୍ଶିନୀ ଚମ୍ପାପୁର ପଂଚାୟତ ର ରଘୁଦାସ ପୁର ସ୍ଥିତ ଶୁକଦେବୀ ଠାକୁରାଣୀ ଙ୍କ ପାଖରେ ପ୍ରଥମେ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ, ଏହା ପରେ ଚମ୍ପାପୁର ବଉଳା ଦୌଲତ ପୁର ସାନ ବନ୍ଦା ଳୋ ଗୋପୀନାଥ ପୁର ସାବୋ ନହରା ଆଦି ଗ୍ରାମ ପରିକ୍ରମା କରିଥିଲେ, ଘର କୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ,500ରୁ ଉର୍ଦ୍ଧ ମୋଟର ସାଇକେଲ ଶହ ଶହ ମହିଳା ବିଶାଳ ଶୋଭାଯାତ୍ରା କରି ବର୍ଷା ଙ୍କ ବୁଲି ପ୍ରଚାର କରିଥିଲେ, ବ୍ଲକ ଅଧକ୍ଷା ମିନତୀ ସେନାପତି ଉପାଧକ୍ଷ ବିଭାସ ନନ୍ଦ ବ୍ଲକ ଉପ ସଭାପତି ଅମର ମହାନ୍ତି ଛତିଆ ସରପଞ୍ଚ ରମେଶ ପୃଷ୍ଟି ଚମ୍ପାପୁର ର ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ କୈଳାସ ରାଉତ ଦିଲୀପ ରାଉତ ଅନନ୍ତ ଚରଣ ସେଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ, ସମାଜ ସେବୀ କ୍ଷୀରୋଦ ସାମଲ ନିରଞ୍ଜନ ରାଉତ ହୃଷିକେଶ ସାହୁ ବିବେକାନନ୍ଦ ଦାସ ସନ୍ତୋଷ ପ୍ରଧାନ ରମାକାନ୍ତ ପ୍ରଧାନ କମଳାକାନ୍ତ ସ୍ୱାଇଁ ଗତିରଞ୍ଜନ ବାରିକ ଅଜୟ ସାହୁ ପୂର୍ବତନ ସରପଞ୍ଚ ଆଶାଳତା ସ୍ୱାଇଁ ପୂର୍ବତନ ସମିତି ସଭ୍ୟା ଦୁର୍ଗେସ ନନ୍ଦିନୀ ରାଉତ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




