Politics

କାମାକ୍ଷା ନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ଶତ୍ରୁଘ୍ନ ଜେନା ଙ୍କ ର କାନପୁରା, ବାଲିଗୋରାଡ ଏବଂ ବାଇସିଂହା ପଂଚାୟତ ରେ ପ୍ରଚାର।

 – କାମାକ୍ଷା ନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥି ଶତ୍ରୁଘ୍ନ ଜେନା ଙ୍କ ର କାନପୁରା, ବାଲିଗୋରାଡ ଏବଂ ବାଇସିଂହା ପଂଚାୟତ ରେ ପ୍ରଚାର।

ରିପୋର୍ଟ -ଅସୀମାଂଶୁ ଭୂୟାଁ ସମର୍ଥ ନ୍ୟୁଜ କାମାକ୍ଷା ନଗର 

Anchor -ଗ୍ରୀଷ୍ମ ପ୍ରଭାବ ଠାରୁ ବଢ଼ି ଗଲାଣି ନିର୍ବାଚନ ପ୍ରଚାରର ଉଷ୍ମତା l ଜୋରଦାର ଭାବରେ ଆରମ୍ଭ କରି ଦେଇଛନ୍ତି କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥୀ ଶତ୍ରୁଘ୍ନ ଜେନା। ଆଜି ଏକ ବିଶାଳ ବାଇକ ଶୋଭା ଯାତ୍ରା ବାହାରି କାମାକ୍ଷା ନଗର ସ୍ଥିତ ମାଲପୁରା ଗ୍ରାମ ରୁ ପ୍ରଥମେ କନ୍ଦରସିଂହା ପରେ ବାଇସିଂହା, ଖଟଖୁରା, ବାଲିଗୋରଡ କନ୍ତରିପାଟ, ଏବଂ କାନପୁରା ଗ୍ରାମ କୁ ଯାଇ ଭୋଟ ଭିଖ୍ୟ କରିଥିଲେ ଏବଂ ଭୋଟର ମାନଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହିତ ବିଜୟ ପରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଉଛନ୍ତି ଓ ଅଧୁରା କାମକୁ ପୁରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏବଂ ଢେଙ୍କାନାଳ ଲୋକସଭା ପାର୍ଥି ରୁଦ୍ର ପାଣି ଙ୍କ ପାଇଁ ମଧ୍ୟ ଭୋଟ ଭିଖ୍ୟ କରିଥିଲେ ବିଧାୟକ ପ୍ରାଥୀ ଶତ୍ରୁଘ୍ନ ଜେନା l

Related Articles

Back to top button