Politics

ବନ୍ତଳା ପଂଚାୟତ ରେ ଯୁବ ବିଜେଡି ସମାବେଶ

ବନ୍ତଳା ପଂଚାୟତ ରେ ଯୁବ ବିଜେଡି ସମାବେଶ ଗତ କାଲି ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତଳା ପଂଚାୟତ ରେ ଏକ ଯୁବ ବିଜେଡି ସମାବେଶ ଅନୁଷ୍ଠିତ ହୋଇଯାଇଅଛି, ବ୍ଲକ ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ଗଣେଶ୍ୱର ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଗାମୀ ନିର୍ବାଚନ ସମ୍ପର୍କ ରେ ଯୁବ ଗୋଷ୍ଠୀଙ୍କୁ ଉଦବୋଧନ ଦେଇଥିଲେ, ସଜାଗ ରହିବା ପାଇଁ ତଥା ସଙ୍ଗ ବୋଧ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ,ଛାତ୍ର ନେତା ଅମରେନ୍ଦ୍ର ବିଶ୍ୱାଳ ଏଥିରେ ଅଧକ୍ଷତା କରିଥିଲେ, ଯୁବ ସଭାପତି ବିଷ୍ଣୁ ପ୍ରସାଦ ମଲିକ ଯୁବ ସଂଗଠକ ଦିଲୀପ କୁମାର ଦାସ ବିଜୟ କୁମାର ସାହୁ ମଦନ ମୋହନ ପତି ଭାନୁଦାସ ସନ୍ତୋଷ ବାରିକ କାର୍ତିକ ରାଉତ ତପନ କୁମାର ସେଠି ଶ୍ରୀକାନ୍ତ ବିଶ୍ୱାଳ ପ୍ରକାଶ ମହାନ୍ତି ସୁରେଶ ପୃଷ୍ଟି ଅନାମ ବିଶ୍ୱାଳ ଉମେଶ ନାୟକ କୁନି ମହାରଣା ସୁଶାନ୍ତ ମଲିକ ସୁବୋଧ ବାରିକ ବଳରାମ ମଲିକ ବିଶ୍ୱଜିତ ମହାପାତ୍ର ପ୍ରସନ ଜିତ ରାଉତ ରାୟ ଉମେଶ ରାଉତ ରାୟ ନନ୍ଦନ ସ୍ୱାଇଁ ଟୂବୁଲ ସାମଲ ଓ ଛାତ୍ର ନେତା ଆନନ୍ଦ ଦିବ୍ୟ ଜ୍ୟୋତି ଧଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button