Politics

କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଜୋରଦାର ପ୍ରଚାର l 

 

କାମାକ୍ଷା ନଗର ନିର୍ବାଚନ ପ୍ରଚାର ପiଇଁ ଆଉ ନଅ ଦିନ ବାକିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ପାଣିପାଗ ଓ ଜମୁଛି ପ୍ରଚାର ପ୍ରସାର l ପ୍ରଚାର ପାଇଁ ଦିନ ରାତି ଏକ କରିଦେଇଛନ୍ତି ବିଜେଡି, ବିଜେପି, କଂଗ୍ରେସ ଆଜି କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପାର୍ଥ୍ୟ ଶତ୍ରୁଘ୍ନ ଜେନା ଙ୍କ ସହିତ ଢେଙ୍କାନାଳ ଲୋକସଭା ପାର୍ଥ୍ୟ ରୁଦ୍ର ନାରାୟଣ ପାଣି ଙ୍କ ମାରାଥନ ପ୍ରଚାର ଦେଖିବାକୁ ମିଳିଛି l ଏହି ଅବସରରେ ଏକ ରାଲି ବାହାରି କାମାକ୍ଷା ନଗର ର ସମସ୍ତ ୱାର୍ଡ ବୁଲିଥିଲା ଓ ଘରକୁ ଘର ବୁଲି ବିଜେପି ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ l ଏବଂ ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏଥିରେ ଢେଙ୍କାନାଳ ଜିଲ୍ଲାର ବିଜେପି ଜିଲ୍ଲା ଉପସଭାପତି- ଶିଶିର କାନ୍ତ ନାୟକ,ଏନ୍ଏସି ମଣ୍ଡଳ ସଭାପତି ସନ୍ଦୀପ ପଟ୍ଟନାୟକ,ଏନ୍ଏ.ସି ମଣ୍ତଳ ପ୍ରଭାରୀ ଶ୍ରୀ ରବିନାରାୟଣ ସାହୁ,ଯୁବନେତା ସରୋଜ କାନ୍ତ ବେହେରା,ଏନ୍ଏ ସି ଯୁବମୋର୍ଚ୍ଚା ସଭାପତି ଶେଷଦେବ ନାଥ, ପୂର୍ବତନ ନଗରପାଳ ପ୍ରାର୍ଥୀ ରଂଜିତ କୁମାର ସାହୁ ଏବଂ ବରିଷ୍ଠ ରାଜନେତା, ଯୁବମୋର୍ଚାଲ କାର୍ଯ୍ୟକର୍ତା ା ଦେଶରେ ମୋଦୀଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ ବନାଇବା ପାଇଁ, ଓଡିଶାରେ ଡବଲ୍ ଇଞ୍ଜିନ୍ ସରକାର କରିବା ପାଇଁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କର ସମସ୍ତ ଜନହିତକର ଯୋଜନା ବିଷୟରେ ଜଣାଇଥିଲେ କାମାକ୍ଷା ନଗର ରୁ ଅସୀମାଂଶୁ ଭୂୟାଁ ଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button