Politics
ଆଦିମ ପାର୍ଟି ଓଡିଶା ପକ୍ଷରୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଇଞ୍ଜିନିଅର ବିଜୟ କୁମାର ଦାସ ତାଙ୍କର ବହୁ ସମର୍ଥକ ଙ୍କ ଶହ ଘର କୁ ଘର ବୁଲି ନିର୍ବାଚନ ପ୍ରଚାର


ଆଜି ସୋଲର ପଂଚାୟତ ରେ ଆମ ଆଦିମ ପାର୍ଟି ଓଡିଶା ପକ୍ଷରୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଇଞ୍ଜିନିଅର ବିଜୟ କୁମାର ଦାସ ତାଙ୍କର ବହୁ ସମର୍ଥକ ଙ୍କ ଶହ ଘର କୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିବା ଦେଖିବାକୁ ମିଳିଛି, ଝାଡୁ ଚି଼ହ୍ନ ରେ ବିପୁଳ ସଂଖ୍ୟା ରେ ମୋହର ଦେଇ ଆମ ଆଦିମ ପାର୍ଟି କୁ ଜିତାଇ ଆଣିଏକ ପରିବର୍ତ୍ତନ ଓ ସୁସ୍ଥ ସମାଜ ଗଠନ କରିବା ପାଇଁ ଲୋକ ମାନଙ୍କୁ ଆହ୍ୱାନ ଦେଇଥିଲେ, ଜିଲ୍ଲା ସଭାପତି ମନୋଜ କୁମାର ମହାନ୍ତି ବ୍ଲକ ସଭାପତି ଏସ କେ ବବ୍ଲୁ ଖାନ ବରୀ ବ୍ଲକ ସଭାପତି ତସ୍ଲିମ ଖାନ ରସୁଲପୁର ର ସଭାପତି ଦୁଃଶାସନ ରାଉତ ଯାଜପୁର ଟାଉନର ଏସ କେ ଅକ୍ତର ବ୍ଲକ ସେକ୍ରେଟେରୀ ପ୍ରଶାନ୍ତ ଦାସ ଯୁବ ସଭାପତି ରାମ ଚନ୍ଦ୍ର ଦାସ ପ୍ରମୁଖ ଏହି ଜନ ସମ୍ପର୍କ ରାଲି ର ଦାଇତ୍ୱ ନେଇଥିଲେ, ଗ୍ରାମ ର ଅଂକୁର ସାମଲ ରମେଶ ବେହେରା ଙ୍କ ସମେତ ବହୁ ଭୋଟର ଭାଇ ଭଉଣୀ ସମର୍ଥନ ଜଣାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




