Politics
ବିଜେଡି ର ମିଶ୍ରଣ ପର୍ବ


ଚମ୍ପାପୁର ଗ୍ରାମପଞ୍ଚାୟତର ବିଜେପି ସରପଞ୍ଚ ପ୍ରାର୍ଥୀ ସନ୍ତୋଷ କୁମାର ବେହେରାଙ୍କ ସମେତ ଶୁଧାଂଶୁ ସ୍ୱାଇଁ, ପ୍ରଭାତ ଓଝା,ବିଜୟ ସ୍ଵାଇଁ, ଟୁଲୁ ପ୍ରଧାନ, ଉମାକାନ୍ତ ସ୍ୱାଇଁ ଙ୍କ ସହିତ ସପନପୁର ଗ୍ରାମର ଏକାଧିକ ପରିବାର ବିଜେପି ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେସାମିଲ ହୋଇଛନ୍ତି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଛତିଆ ସରପଞ୍ଚ ରମେଶ ପୃଷ୍ଟି,ଜୋନ ସଭାପତି ତଥା ଚମ୍ପାପୁର ର ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ, ବିଜେଡି ସଭାପତି କୈଳାସ ରାଉତ, ସମାଜ ସେବୀ କ୍ଷୀରୋଦ ସାମଲ, ନିରଞ୍ଜନ ରାଉତ,ଯୁବ ସମାଜ ସେବୀ ଜିଲ୍ଲିପ ରାଉତ, ଅନନ୍ତ ଚରଣ ସେଣ୍ଢ ,ଜିଲ୍ଲା ର ପ୍ରମୁଖ ସଂଗଠକ ଧନେଶ୍ଵର ବେହେରା ନବାଗତ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




