Politics

ଆଜି ବିଜେପି ପ୍ରାର୍ଥୀ ଅମର ନାୟକ ବଡ଼ଚଣା ବ୍ଲକ ଅରଖପୁର ପଂଚାୟତ ରେ ଜନ ସମ୍ପର୍କ ରାଲି ରେ ଯୋଗ ଦେଇଥିଲେ,

ଆଜି ବିଜେପି ପ୍ରାର୍ଥୀ ଅମର ନାୟକ ବଡ଼ଚଣା ବ୍ଲକ ଅରଖପୁର ପଂଚାୟତ ରେ ଜନ ସମ୍ପର୍କ ରାଲି ରେ ଯୋଗ ଦେଇଥିଲେ, ଶହ ଶହ ସମର୍ଥକ ଏଥିରେ ସାମିଲ ହୋଇଥିଲେ, ଦ୍ୱାର ଦ୍ୱାର ବୁଲି ଶ୍ରୀଯୁକ୍ତ ନାୟକ ଭୋଟ ଭିକ୍ଷା କରିଥିଲେ, ଗୁରୁ ଜନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ,ଛୋଟ ଛୋଟ ପିଲା ମାନଙ୍କର ସ୍ନେହ ଶ୍ରଦ୍ଧା ସାଉଁଟିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button