Politics
ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଆଜି ସୋଲର ପଂଚାୟତ ର ସୋଲର ପାଇକେରା ପୁରମୁସଲିମ ବସ୍ତି ଦଳିତ ବସ୍ତି ଜ୍ୱାଇଁ ସାହି ରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ


ବଡ଼ଚଣା ବିଜେପି ବିଧାୟକ ପ୍ରାର୍ଥୀ ଅମର ନାୟକ ଆଜି ସୋଲର ପଂଚାୟତ ର ସୋଲର ପାଇକେରା ପୁରମୁସଲିମ ବସ୍ତି ଦଳିତ ବସ୍ତି ଜ୍ୱାଇଁ ସାହି ରେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ,ଶହ ଶହ ସମର୍ଥକ ଙ୍କ ଶହ ଏକ ବିଶାଳ ଶୋଭା ଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ,16ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ପବିତ୍ର ରାଉତ ମଧ୍ୟ ତାଙ୍କ ସହିତ ବୁଲି ଭୋଟରଭାଇ ଭଉଣୀ ଙ୍କୁ୍ନିବେଦନ କରିଥିଲେ ପୂର୍ବତନ ସରପଞ୍ଚ ନୀଳମଣି ରାଉତ ପୂର୍ବତନ ସମିତି ସଭ୍ୟ କ୍ଷେତ୍ର ବାସି ବାରିକଯୁବମୋର୍ଚ୍ଚା ସଭାପତି ମାନସ ରାଉତ ସୋଲର ପଂଚାୟତ ବିଜେପି ଉପ ସଭାପତି ସଞ୍ଜୟ ମହାପାତ୍ର ମଣ୍ଡଳ ସଭାପତି ବିକାଶ ମହାପାତ୍ର ବନ୍ତଳା ସରପଞ୍ଚ ସମୀର ରାଉତଛତିଆ ସମିତି ସଭ୍ୟ ଦୀପକ ସାହୁ ବୈରୀ ସରପଞ୍ଚ ପ୍ରତିନିଧି ଗଙ୍ଗାଧର ଦାସ ସଭାପତି ପ୍ରମୋଦ ରାଉତ ସମିତି ସଭ୍ୟ ସତ୍ୟ ବ୍ରତ ବିଶ୍ୱାଳ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




