Entertainment

ମାଗୁରା ପଂଚାୟତ ଅଡମ୍ବୁ ର କନକ ଦୁର୍ଗା ଙ୍କ ନିକଟ ରେ ଦୁଇ ରାତ୍ର ବ୍ୟାପି ନାଟକ ମଞ୍ଚସ୍ଥ

ମାଗୁରା ପଂଚାୟତ ଅଡମ୍ବୁ ର କନକ ଦୁର୍ଗା ଙ୍କ ନିକଟ ରେ ଦୁଇ ରାତ୍ର ବ୍ୟାପି ନାଟକ ମଞ୍ଚସ୍ଥ ହୋଇଯାଇଅଛି, ପ୍ରଥମ ରଜନୀ ରେ ଲୁହ ରୁ ଆରମ୍ଭ ଲୁହ ରେ ଶେଷ ଦ୍ୱିତୀୟ ରଜନୀ ରେ ମଝି ନଈରେ ମୋ ଜୀବନ ଡ଼ଙ୍ଗା ନାଟକ ମଞ୍ଚସ୍ଥ ହୋଇଥିଲା, ଜୟ ମା ଦୁର୍ଗା ନାଟ୍ୟ କଳା ପରିଷଦ ଆନୁକୂଲ୍ୟରେ ଆୟୋଜିତ ନାଟ୍ୟ ଉତ୍ସବ ରେ ବିଧାୟକ ପ୍ରଶାନ୍ତ ବେହେରାମୁଖ୍ୟ ଅତିଥି ଅଧକ୍ଷ ଅଂଶୁମାନ ମହାନ୍ତି ସମାଜ ସେବୀ ଅଶୋକ ବାଇ ଓ ନକୁଳ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସଚ୍ଛାହିତ କରାଇଥିଲେ,ଇଞ୍ଜିନିଅର ଜିତେନ୍ଦ୍ର ଦାସ ନାଟ୍ୟ ନିର୍ଦେଶନା ମାଷ୍ଟର ଲକି ନୃତ୍ୟ ନିର୍ଦେଶନା ଥ୍ରୀ ଷ୍ଟାର ମିଉଜିକ କୁଜଙ୍ଗ ର ମାଷ୍ଟର ଅଜୟ ମହାନ୍ତି ସଂଗୀତ ନିର୍ଦେଶନା ଦେଇଥିଲେ, ମ୍ୟାନେଜର ଜୀବନ ମହାନ୍ତି ସମସ୍ତ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ, ନାଟକ ର ମୁଖ୍ୟାଂଶ ରେ ବୀର କିଶୋର ରତ୍ନାକର ବଳରାମ ବିରଞ୍ଚି ବାବନ ତପନ ପବିତ୍ର କାଁହୁ ଶିବ ରାମ ରଘୁନାଥ ରଞ୍ଜନ ଓ ମାଷ୍ଟର ଅୟସ ଅତି ନିଖୁଣ ଅଭିନୟ ପ୍ରଦର୍ଶନ କରି ହଜାର ହଜାର ଦର୍ଶକ ଙ୍କୁ ବିମୋହିତ କରି ଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button