Entertainment
ଢେଙ୍କାନାଳରେ ଅନୁଗୋଳ କାଣ୍ଡସରାଗ୍ରାମର ଏକ ନମ୍ବର ଦଣ୍ଡ ପାର୍ଟି ସ୍ଥାନୀୟ ଆନନ୍ଦ ବଜାର ମା କାମନା କାଳୀ ମନ୍ଦିର ସାମନାରେ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ


ଢେଙ୍କାନାଳରେ ଅନୁଗୋଳ କାଣ୍ଡସରାଗ୍ରାମର ଏକ ନମ୍ବର ଦଣ୍ଡ ପାର୍ଟି ସ୍ଥାନୀୟ ଆନନ୍ଦ ବଜାର ମା କାମନା କାଳୀ ମନ୍ଦିର ସାମନାରେ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ। ଯଥା ହାଡି ହାଡିଆଣୀ ଶିବ ପାର୍ବତୀ ନାବିକ ପତ୍ରସଉରୁଣୀ,ଯୋଗୀ ଯୋଗୀଆଣୀ ଓ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରେ ଏହି ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା




