Politics

ଓଲିଉଡ଼ ଶ୍ରେଷ୍ଠ ଅଭିନେତ୍ରୀ ବିଜେଡିବିଧାୟିକା ପ୍ରାର୍ଥୀନୀ ବର୍ଷା ପ୍ରିୟ ଦର୍ଶିନୀନାମାଙ୍କନ ଦାଖଲ କଲେ

 

ବଡ଼ଚଣା ବିଜେଡି ବିଧାୟିକା ପ୍ରାର୍ଥୀନୀ ଓଲିଉଡ଼ ଶ୍ରେଷ୍ଠ ଅଭିନେତ୍ରୀ ବର୍ଷା ପ୍ରିୟ ଦର୍ଶିନୀ ଆଜି ମହା ବିନାୟକ ଠାରେ ପୂଜାର୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ, ଏହା ପରେ ତାଙ୍କର ହଜାର ହଜାର ସମର୍ଥକ ଙ୍କସହ ଏକ ବିଶାଳ ବାଇକ ଶୋଭା ଯାତ୍ରା କରି ରାଜ ପଥ ଦେଇ ଯାଜପୁର ଯାଇଥିଲେ, ସେଠାରେ ଜିଲ୍ଲା ପାଳ ଙ୍କ କାର୍ଯାଳୟ ରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ,, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button