ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଦରବ୍ଲକ ଯୁଗସାଇପାଟଣା ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ରୁ ଶତାଧିକ ବିଜେଡ଼ି ମହିଳା କର୍ମୀ ମାନଙ୍କୁ ନେଇ ଏକ ସମ୍ମିଳନୀ


ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଦରବ୍ଲକ ଯୁଗସାଇପାଟଣା ଗ୍ରାମ ପଞ୍ଚାୟତ ର ସମସ୍ତ ୱାର୍ଡ ରୁ ଶତାଧିକ ବିଜେଡ଼ି ମହିଳା କର୍ମୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଲା ବିଜୁ ମହିଲା ସାଧାରଣ ସମ୍ପାଦିକା ସରିତା ମହାଖୁଡ଼ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହେଇଯାଇଛି ନବୀନ ପଟ୍ଟନାୟକ ଙ୍କ ଜନହିତକର ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରି ଉଦ୍ବୋଧନ ଦେଇଥିଲେ।ସଭାରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଂଚ ବିକାଶ ପ୍ରଧାନ ଓ ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ସଚିଦାନନ୍ଦ ମହାଖୁଡ଼ ଓ ବିଜେଡି ସମ୍ପାଦକ ସେନାପତି ନାଏକ ଯୋଗଦେଇଥିଲେ ! କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଲାଞ୍ଜିଗଡ ବିଧାନସଭା ପ୍ରାଥୀ ପ୍ରଦୀପ ଦିଶାରୀ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ! ସେ କହିଛନ୍ତି ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ସାଢେ ୪ କୋଟି ଜନତା ଙ୍କ ସାଙ୍ଗରେ ଅଛନ୍ତି ! ଜନ୍ମ ରୁ ମୁର୍ତ୍ତୃ ପର୍ଯ୍ୟନ୍ତ ସମସ୍ତ ଯୋଜନା କାମ କରୁଅଛି ! ବିଏସକେ ଯୋଜନା ହଉ କି ମମତା ଯୋଜନା, ମିସନ ଶକ୍ତି, ଖାଦ୍ୟ ସୁରକ୍ଷା, ଓ ସବୁ ବର୍ଗ ର ଲୋକଙ୍କୁ କେମିତି ଶିକ୍ଷା, ଖାଦ୍ୟ, ସ୍ୱାସ୍ଥ୍ୟ, ଯୋଗାଯୋଗ ସବୁ କ୍ଷେତ୍ର ରେ ବା ସବୁ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଲୋକ ଙ୍କ ସାଙ୍ଗରେ ଅଛନ୍ତି ! ତେଣୁ ଆପଣଙ୍କ ସାଂସଦ ଗତ ୫ ବର୍ଷରେ କରୁଥିଲେ କ’ଣ ସେ ଆଉମଧ୍ୟ କହିଛନ୍ତି । ବିରୋଧୀଙ୍କ ମିଠା କଥାର ମାୟାଜାଲରୁ ଦୂରରେ ରୁହନ୍ତୁ । ଭୋଟ ନେଲା ପରେ ସେମାନେ ଆପଣଙ୍କୁ ଦେଖାଦେବେ ନାହିଁ କି ଖୋଜିଲେ ବି ମିଳିବେ ନାହିଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶା ପରିବାରର ମୁଖ୍ୟ । ପରିବାରର ମୁଖ୍ୟ ଭାବରେ ସେ ଆପଣମାନଙ୍କ ସମସ୍ତ ଦାୟିତ୍ଵ ନେଇଛନ୍ତି । ଭାଷା, ସଂସ୍କୃତି, ପୂଜାସ୍ଥଳୀର ଉନ୍ନତି ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣଙ୍କ ଦରଖାସ୍ତ ଉପରେ କ’ଣ କାମ ହୋଇଛି ସେ ହିସାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆସନ୍ତା ୧୩ ତାରିଖ ରେ ଯୋଡ଼ିଶଙ୍ଖରେ ବଟନ ଦବାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ସହ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ କହିଛନ୍ତି !
ଅନ୍ୟମାନଙ୍କ ମଧ୍ୟରେ ବିଜେଡି କଳାହାଣ୍ଡି ଲାଞ୍ଜିଗଡ଼ ପ୍ରାର୍ଥୀ
ପ୍ରଦୀପ ଦିଶାରୀ ଙ୍କ ଉନ୍ନତି ମୂଳକ କାର୍ଯ୍ୟ ଉପରେ ମଧ୍ୟ ସେ କହିଥିଲେ ଓ ସେ କିପରି ଗାଁ ଉନ୍ନତି କରିଛନ୍ତି ସବୁ ଦିଗରେ ଲୋକଙ୍କ ସାଙ୍ଗରେ ଅଛନ୍ତି ଲୋକଙ୍କ ଦୁଃଖ ସୁଖରେ ସବୁ ବେଳେ ଠିଆ ହଉଛନ୍ତି ତାଙ୍କୁ ମଧ୍ୟ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଲୋକଙ୍କୁ କହିଥିଲେ ! ସଚ୍ଚିଦାନନ୍ଦ ମହାଖୁଡ ଙ୍କ କାର୍ଯ୍ୟ ଦଳ ପ୍ରତି ଦିନକୁ ଦିନ ବଢିବାରେ ଲାଗିଛି ସବୁ ଗାଁ ରେ ମୀଟିଙ୍ଗ କରୁଛନ୍ତି ଲୋକଙ୍କୁ ବୁଝୁଛନ୍ତି ! ଲୋକଙ୍କ ପାଖକୁ ଆଗରୁ ବହୁତ୍ ଯାଇଛନ୍ତି ଦୁର୍ଗମ ଅଞ୍ଚଳ କୁ ବି ଯାଉଛନ୍ତି କଣ ସବୁ ଅସୁବିଧା ସବୁ ବୁଝୁଛନ୍ତି ଏହି ସବୁ କାର୍ଯ୍ୟ ଲୋକ ଅଙ୍କ ର ସମ୍ମାନ ଆଉହରି ବଢି ଯାଇଛି କିଏ ଦୁଃଖ ରେ ପଡିଲେ କି ଅସୁବିଧା ରେ ପଡିଲେ ସାଙ୍ଗେ ସାଙ୍ଗେ ପଚାରୁଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




