Politics

ବିଜେପି କାର୍ଯାଳୟ ଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା,100ରୁ ଉର୍ଦ୍ଧ ଯୁବ ଗୋଷ୍ଠୀ ବିଜେପି ରେ ଯୋଗ ଦାନ କରିଥିଲେ

ଆଜି କାମାକ୍ଷା ନଗର NAC ବିଜେପି ର ସଭାପତି ଏବଂ ନେତା ସନ୍ଦୀପ କୁମାର ପଟ୍ଟନାୟକ ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବହୁ ସଂଖ୍ୟା ରେ ଭାଇ ଓ ଭଉଣୀ ମାନେ ଯୋଗଦାନ କରିଥିଲେ ଏଥି ସହିତ ତାଙ୍କର ଆହୁରି ଅନେକ ଉଦୀୟମାନ ଯୁବ ଗୋଷ୍ଠୀ ମଧ୍ୟ ମିଶ୍ରଣ ପର୍ବ ରେ ଭାଗ ନେଇଥିଲେ, କାମାକ୍ଷା ନଗର ସ୍ଥିତ ବିଜେପି କାର୍ଯାଳୟ ଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା,100ରୁ ଉର୍ଦ୍ଧ ଯୁବ ଗୋଷ୍ଠୀ ବିଜେପି ରେ ଯୋଗ ଦାନ କରିଥିଲେ, ନବାଗତ କର୍ମୀ ମାନଙ୍କୁ ମଂଚାସୀନ ଅତିଥି ଦଳୀୟ ଉତ୍ତରୀୟ ଟୋପି ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ, କାମାକ୍ଷା ନଗର ରୁ ଅସୀମାଂଶୁ ଭୂୟାଁ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button