Politics

ବିଧାୟିକା ପ୍ରାର୍ଥୀବର୍ଷା ପ୍ରିୟଦର୍ଶିନୀ ଆଜି ଚମ୍ପା ପୁର ପଂଚାୟତ ରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ

ବିଧାୟିକା ପ୍ରାର୍ଥୀବର୍ଷା ପ୍ରିୟଦର୍ଶିନୀ ଆଜି ଚମ୍ପା ପୁର ପଂଚାୟତ ରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ, ଶହ ଶହ ସମର୍ଥକ ଙ୍କ ଶହ ବିଶାଳ ଶୋଭାଯାତ୍ରା କରି ଚମ୍ପାପୁର ହାଟରେ ପହଂଚି ଥିଲେ, ସେଠାରେ ଏକ ସାଧାରଣ ସଭାଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା,ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ ସ୍ୱାଗତ ଭାଷଣ ଦିଲୀପ ରାଉତ ଅତିଥି ପରିଚୟ ଓ ପଂଚାୟତ ସଭାପତି କୈଳାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେଜିଲ୍ଲା ଉପ ସଭାପତି ,ଅମର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ, ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରହଲ୍ଲାଦ ନନ୍ଦ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ ବ୍ଲକ ଅଧକ୍ଷା ମିନତୀ ସେନାପତି ଉପାଧକ୍ଷ ବିଭାସ ନନ୍ଦ ପ୍ରାକ୍ତନ ବ୍ଲକ ଅଧକ୍ଷ ଭାଗ୍ୟଧର ମଲିକ ଇତିଶ୍ରୀ ସାମଲ ବ୍ଲକ ଉପ ସଭାପତି ନିରଞ୍ଜନ ସେନାପତି ଛତିଆ ସରପଞ୍ଚ ରମେଶ ପୃଷ୍ଟି ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି କୋଲ ଣ ଗିରି ସରପଞ୍ଚ ଜ୍ଞାନରଞ୍ଜନ ସାହୁ ଓ କ୍ଷୀରୋଦ ସାମଲ ପ୍ରମୁଖ ନିର୍ବାଚନ ସମ୍ପର୍କୀୟ ଅଭିଭାଷଣ ପ୍ରଦାନ କରିଥିଲେ, ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ମହିଳା ସୋ୍ୟଙ୍ଗ ସହାୟକ ଗୋଷ୍ଠୀ ମିଶନ ଶକ୍ତି ମହିଳା ମଞ୍ଚ ଉପରକୁ ଯାଇ ବର୍ଷା ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button