Politics
ଛତିଆ ଗ୍ରାମ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ବିଜେପି ରେ ଯୋଗ ଦେଲେ


ଆଜି ଛତିଆ ଗ୍ରାମ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ବଡ଼ଚଣା ବିଜେପି ନେତା ଅମର ନାୟକ ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ତାଙ୍କର 9ଜଣ ୱାର୍ଡ ସଭ୍ୟ ନାଏବ ସରପଞ୍ଚ ଦୀପିକା ବେହେରା ଙ୍କୁ ସାଙ୍ଗରେ ନେଇ ବିଜେପି ରେ ନୂତନ ଭାବରେ ଯୋଗ ଦାନ କରିଛନ୍ତି, ଏଥି ସହିତ ତାଙ୍କର ଆହୁରି ଅନେକ ଉଦୀୟମାନ ଯୁବ ଗୋଷ୍ଠୀ ମଧ୍ୟମିଶ୍ରଣ ପର୍ବ ରେ ଭାଗ ନେଇଥିଲେ, ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର୍ଯାଳୟ ଠାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା,100ରୁ ଉର୍ଦ୍ଧ ଯୁବ ଗୋଷ୍ଠୀ ବିଜେପି ରେ ଯୋଗ ଦାନ କରିଥିଲେ, ନବାଗତ କର୍ମୀ ମାନଙ୍କୁ ମଂଚାସୀନ ଅତିଥି ଦଳୀୟ ଉତ୍ତରୀୟ ଟୋପି ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




