Politics

ସୋଲର ଶାଖା ପକ୍ଷରୁ ଗୀତା ଉପନିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

 

ସୋଲର ମା ମଙ୍ଗଳା ଙ୍କ ପୀଠ ରେ ଆଜି ସୋଲର ଶାଖା ପକ୍ଷରୁ ଗୀତା ଉପନିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି, ଶିକ୍ଷାବିତ ପରମାନନ୍ଦ ମହାରଣା ଏଥିରେ ଅଧକ୍ଷତା କରିଥିଲେ, ଶ୍ରୀମଦ ଭଗବତ ଗୀତା ର ପାରାୟଣ ସ୍ବଧ୍ୟାୟ ଯଂଜ୍ଞ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଏଥିରେ ସର୍ବ ଶ୍ରୀ ପୁରୁଷୋତ୍ତମ ନାୟକ ନିରଞ୍ଜନ ପଣ୍ଡା ରବୀନ୍ଦ୍ର ନାଥ ସାହୁ ଶରତ କୁମାର ମହାନ୍ତି ଲଷ୍ମୀଧର ମହାନ୍ତି ପ୍ରଫୁଲ୍ଲ ତ୍ରିପାଠୀ ଡକ୍ଟର ପ୍ରଦୀପ୍ତ କୁମାର ଦାଶ ଓ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ଗୀତା ଉପରେ ଆଲୋଚନା କରିଥିଲେ,, ଅନ୍ୟ ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button