Politics

ଢେଙ୍କାନାଳ କଂଗ୍ରେସର ବିଧାନସଭା ପ୍ରାର୍ଥୀନୀ ସୁସ୍ମିତା ସିଂଦେଓ ଶତାଧିକ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

 

ଢେଙ୍କାନାଳ କଂଗ୍ରେସର ବିଧାନସଭା ପ୍ରାର୍ଥୀନୀ ସୁସ୍ମିତା ସିଂଦେଓ ଶତାଧିକ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମେ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପ ଜିଲ୍ଲାପାଳଙ୍କୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

Related Articles

Back to top button