Politics
ବିଧାୟିକା ପ୍ରାର୍ଥୀ ବର୍ଷା ପ୍ରିୟ ଦର୍ଶିନୀ ଆଜି ଛତିଆ ସ୍ଥିତ ପୂର୍ବତନ ବିଧାୟକ ସ୍ବର୍ଗତ ଡାକ୍ତର ଜଗନ୍ନାଥ ଦାଶ ଙ୍କ ବାସ ଭବନ ରେ ପହଂଚି ଆଜି ତାଙ୍କପୁଣ୍ୟ 14ତମ ଶ୍ରାଦ୍ଧ ଦିବସ ରେ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ,


ବିଧାୟିକା ପ୍ରାର୍ଥୀ ବର୍ଷା ପ୍ରିୟ ଦର୍ଶିନୀ ଆଜି ଛତିଆ ସ୍ଥିତ ପୂର୍ବତନ ବିଧାୟକ ସ୍ବର୍ଗତ ଡାକ୍ତର ଜଗନ୍ନାଥ ଦାଶ ଙ୍କ ବାସ ଭବନ ରେ ପହଂଚି ଆଜି ତାଙ୍କପୁଣ୍ୟ 14ତମ ଶ୍ରାଦ୍ଧ ଦିବସ ରେ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ଏହାପରେ ଛତିଆ ଗ୍ରାମ ପଂଚାୟତ କାର୍ଯାଳୟ ଠାରେ ପହଂଚି ଡାକ୍ତର ଜଗନ୍ନାଥ ଦାଶ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ଛତିଆ ସରପଞ୍ଚ ରମେଶ ପୃଷ୍ଟି ଙ୍କୁ ସାକ୍ଷାତ କରି ଥିଲେ, ଶହ ଶହ ବିଜେଡି କର୍ମୀ ଋଣ୍ଡିଭୂତ ହୋଇଥିଲା, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ ଅମର ମହାନ୍ତି ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ ରବୀନ୍ଦ୍ର ପ୍ରଧାନ ତୁଷାର ପଣ୍ଡା ଧୀରେନ୍ଦ୍ର ନାଥରାଜ୍ୟ ଯୁବ ବିଜେଡି ସମ୍ପାଦକ ଅମ୍ବିକା ପ୍ରସାଦ ମହାନ୍ତି ଶରତ ପାଣିଗ୍ରାହୀ ସରୋଜ ସିଂହ ଅଶୋକ ତ୍ରିପାଠୀ ଅଜୟ ବିଶ୍ୱାଳ ଦୟାନିଧି ବିଶ୍ୱାଳ ବିପିନି ବିଶ୍ୱାଳ କପିଳ ରାଉତ ଜୋନ ସଭାପତି ବାସୁଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




