Entertainment

5ଦିନ ବ୍ୟାପି ବାଦୀ ପାଲା ଅନୁଷ୍ଠିତ

 

କଇଥା ଚମ୍ପା ପୁର ପଂଚାୟତ ଅନ୍ତର୍ଗତ ଗାଦି ପଡିଆ ରେ ଚଳିତ ମାସ 23ତାରିଖ ଠାରୁ 27ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ବାଦୀ ପାଲା ଅନୁଷ୍ଠିତ ହେଉଅଛି, ଗାୟକ ଉଜ୍ବଳ ଶ୍ରୀଯୁକ୍ତ ବିଜୟ ଓଝା ଓ ଗାୟକ ଜ୍ଞାନ ଭୂଷଣ ଶ୍ରୀଯୁକ୍ତ ଶିଶିର ପାଢ଼ୀ ପାଲା ପରିବେଷଣ କରୁଛନ୍ତି, ଗୋଠ ମୁଁହ ଭାଗବତ ମଠ ସାହି ପାକିଲି ସାହି ଗୁନି ସାହି ମଝି ସାହି ନୃସିଂହ ନାଥ ମଠ ସାହି ଓ ନାଲ ବେଗି ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ପାଲା କମିଟି ର ସଭାପତି ନଗେନ୍ଦ୍ର କୁମାର ସେଣ୍ଡ ସମ୍ପାଦକ ଅନାଦି ଚରଣ ସାହୁ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ କମିଟି ର ସମସ୍ତ କର୍ମ କର୍ତା ଓ ସଦସ୍ୟ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରୁ ଥିବା ଦେଖିବାକୁ ମିଳୁଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button