Politics

ଢେଙ୍କାନାଳ କଂଗ୍ରେସ ଲୋକସଭା ପ୍ରାର୍ଥୀନୀ ସଶ୍ଚିତା ବେହେରା ଓ ଢେଙ୍କାନାଳ ସଦର ବିଧାନସଭା ପ୍ରାଥିନୀ ସୁସ୍ମିତା ସିଂଙ୍ଗଦେଙ୍କ ଦ୍ୱରା ସାମ୍ୱାଦିକ ସମ୍ମିଳନୀ 

 – ଢେଙ୍କାନାଳ କଂଗ୍ରେସ ଭବନ ପରିସରରେ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି lଢେଙ୍କାନାଳ କଂଗ୍ରେସ ଲୋକସଭା ପାର୍ଥୀନୀ ସସ୍ମିତା ବେହେରା ଓ ଢେଙ୍କାନାଳ ସଦର ବିଧାନସଭା ପାର୍ଥିନୀ ସୁସ୍ମିତା ସିଂଙ୍ଗଦେଓ ଉପସ୍ଥିତ ରହି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କର ବିଫଳତା ଓ ସରକାରୀ ଯୋଜନା ର ବ୍ୟାପକ ଜାଲିଆତି ପ୍ରସଙ୍ଗ କୁ ନେଇ କଂଗ୍ରେସ ସର୍ବସାଧାରଣଙ୍କର ବିକଳ୍ପ ବୋଲି କହିଥିଲେ 

ରାହୁଲ ଗାନ୍ଧୀ ଙ୍କ ନେତୃତ୍ୱ ରେ ଗଠନ ହୋଇଥିବା ପାଞ୍ଚଗୋଟି ମୁଦାକୁ ନେଇ ପ୍ରଚାର ମୈଦାନ କୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।ଜିଲ୍ଲା ସଭାପତି ସୁନୀଲ ଦାସ ଙ୍କ ସଭାପତିତ୍ୱ ରେ ଓଡିଶା ପ୍ରଦେଶରେ ରାଜ୍ୟ ପ୍ରଭାରୀ ପ୍ରଭାତ କୁମାର ଓ ରାଜ୍ୟ ମିଡ଼ିଆ ସେଲ ପ୍ରଭାରୀ ବିରେନ କୁମାର ଦଳେଇ, ଜିଲ୍ଲା ମିଡ଼ିଆ ସେଲ୍ ପ୍ରଭାରୀ ତୁଷାରକାନ୍ତ ନାୟକ, ଉପସଭାପତି ବେଣୁଧର ସାହୁ,ଅନୁଗୁଳ ଜିଲ୍ଲା ମହିଳା ସଭାନେତ୍ରୀ ଅଳକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

 

Related Articles

Back to top button