କପାଷ୍ଟିକିରି ରେ ବାଦୀ ପାଲା


ବଡ଼ଚଣା ବ୍ଲକ ବନ୍ତଳା ପଂଚାୟତ ଅନ୍ତର୍ଗତ କପାଷ୍ଟିକିରି କପିଳେଶ୍ୱର ପାଲା ପରିଷଦ ଆନୁକୂଲ୍ୟରେ ଚଳିତ ମାସ 17ତାରିଖ ଠାରୁ 21ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ବାଦୀ ପାଲା ଅନୁଷ୍ଠିତ ହେଉଅଛି, ଗାୟକ ଜ୍ଞାନ ସିନ୍ଧୁ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସେନାପତି ଓ ଗାୟକ ଭାଗବତ ଜ୍ୟୋତି ଶ୍ରୀଯୁକ୍ତ ସୁର୍ଜେଶ୍ୱର ମାର୍ଥ ମନ ମୁଗ୍ଧ କର ପାଲା ପରିବେଷଣ କରୁଛନ୍ତି,ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରୁଛନ୍ତି, ପାଲା କମିଟି ର ସଭାପତି ପରମାନନ୍ଦ ମହାରଣା ଉପ ସଭାପତି ନାରାୟଣ ବିଶ୍ୱାଳ ସମ୍ପାଦକ ଜନାର୍ଦନ ସ୍ୱାଇଁ କୋଷାଧକ୍ଷବିଜୟ କୁମାର ମଲିକ ଙ୍କ ତତ୍ୱା ବଧାନ ରେ କମିଟି ସଭ୍ୟ ମୁରଲୀ ଧର ସ୍ୱାଇଁ ରାହାସ ବିଶ୍ୱାଳ ଭରତ ପାତ୍ର ଶରତ ଚନ୍ଦ୍ର ସ୍ୱାଇଁ ଅନାମ ବିଶ୍ୱାଳ ଅମୁଲ୍ୟ ବିଶ୍ୱାଳ ଅଜୟ ସ୍ୱାଇଁ ପ୍ରହଲ୍ଲାଦ ସାହୁ ଗୋକୁଳାନନ୍ଦ ମଲିକ ଶତ୍ରୁଘ୍ନ ମଲିକ ବିଜୟ ଦେଉରି ଅରୁଣ ଦେଉରି ସୁଶାନ୍ତ ସ୍ୱାଇଁ ଶରତ ସାହୁ ଭୀମସେନ ନାୟକ ଙ୍କ ସମେତ ସର୍ବ ମୋଟ 35ଜଣ ସଦସ୍ୟ ଏହାକୁ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ, ସମର୍ଥ ନିୟୁଜ




