Entertainment

ପଦ୍ମ ଲୋଚନ ଗାଦି ପୀଠ ରେ ବାଦୀ ପାଲା

ପୁରାଣ ପ୍ରସିଦ୍ଧ ସର୍ବ ପୁରାତନ ପାଲା ମଞ୍ଚ ନେଳିଆ ସ୍ଥିତ ପଦ୍ମ ଲୋଚନ ଗାଦି ପୀଠ ରେ ଚଳିତ ମାସ 16ତାରିଖ ଠାରୁ 22ତାରିଖ ପର୍ଯ୍ୟନ୍ତ 7ଦିନ ବ୍ୟାପି ବାଦୀ ପାଲା ଅନୁଷ୍ଠିତ ହେଉଅଛି, ଗାୟକ ସାଗରଶ୍ରୀଯୁକ୍ତ ତ୍ରିଲୋଚନ ବେହେରା ଓ ଗାୟକ ବାଣୀ ଭୂଷଣ ଶ୍ରୀଯୁକ୍ତ ପ୍ରଭାକର ପାଣି ମନ ମୁଗ୍ଧ କର ପାଲା ପରିବେଷଣ କରି ଶହ ଶହ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରୁଥିବା ଦେଖିବାକୁ ମିଳୁଛି, ସତ୍ୟ ନାରାୟଣ ପାଲା କମିଟି ର ସଭାପତି ଆଡ଼ଭୋକେଟ ଅଜିତ କୁମାର ତ୍ରିପାଠୀ ସମ୍ପାଦକ ଗୋପାଳ କୃଷ୍ଣ ବେହେରା କୋଷାଧକ୍ଷ ଅଜୟ କୁମାର ତ୍ରିପାଠୀ ସଭ୍ୟ ଶ୍ରୀ ଉମେଶ ଚନ୍ଦ୍ର ସାମଲ ରମେଶ ଚନ୍ଦ୍ର ଦାଶ ଓନାରାୟଣ ମଲିକ ପ୍ରମୁଖ ଏହାକୁ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button