Entertainment
ଇସ୍କନ ମନ୍ଦିର ରେ ରାମ ନବମୀ


ଆଜି ଛତିଆ ବିଦ୍ୟାଧର ପୁର ସ୍ଥିତ ଇସ୍କନ ମନ୍ଦିର ରେ ପବିତ୍ର ରାମ ନବମୀ ଉପଲକ୍ଷେ ଏକ ସତସଙ୍ଗ ଅନୁଷ୍ଠିତ ହୋଇଥିଲା, ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀ ରାମ ଙ୍କ ଗୁଣ ଚରିତ୍ର ଉପରେ ଆଲୋଚନା କରାଯାଇଥିଲା, ମନ୍ଦିର ର ତତ୍ୱା ବଧାରକ ସଚି ପ୍ରାଣ ଧନ ଦାଶ ମୁଖ୍ୟ ବକ୍ତା ଭାବେ ଶ୍ରୀ ରାମ ଙ୍କ ଗୁଣଗାନ କରିଥିଲେ ଉକ୍ତ ମନ୍ଦିର ର ଜଣେ ଅତ୍ୟନ୍ତ ଶୁଭେଛୁ ପରମ ଭକ୍ତ ବ୍ରହ୍ମ ଚାରି ପୟୋନିଧି ଦାଶ ଙ୍କ ସ୍ମୃତି ଚରଣ କରାଯିବା ସହିତ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା, ମାଖନ ପ୍ରିୟ ଦାଶ ପ୍ରଜାପିତ ଗୌତମ ଦାଶ ଗୋଲଖ ମାଧବ ଦାଶ ଚାରୁ କେଶବ ଦାଶ ବାପି ପ୍ରଭୁ ସୁଶାନ୍ତ ପ୍ରଭୁ ଅଶୋକ ପ୍ରଭୁ ଦାରୁକା ହରି ଓ ବୁଢା କେଶବ ଦାଶ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଭକ୍ତ ବୃନ୍ଦ ଏଥିରେ ସହଯୋଗ କରିଥିଲେ ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




