Politics

ପୋଲସରା ନିମିନା ଗ୍ରାମର ପଡିଅ। ଠାରେ ବିଜୁ ଜନତା ଦଳର ଯୋନସ୍ତରିୟ ବୈଠକ ଅନୁଷ୍ଠିତ

 

ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ବି ଜେ ଡ଼ି ସଂସଦ ପ୍ରଥିନି ନିମନ୍ତେ ଶ୍ରୀମତୀ ରଞ୍ଜିତା ସାହୁ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯାହା ଫଳରେ ଆଜି ପୋଲସରା ନିମିନା ଗ୍ରାମର ପଡିଅ। ଠାରେ ବିଜୁ ଜନତା ଦଳର ଯୋନସ୍ତରିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅ।ସିକା ସାଂସଦ ପାର୍ଥିନୀ ରଞ୍ଜିତା ସାହୁ ଓ ପୋଲସରା ବିଧାୟକ ପାର୍ଥୀ ଶ୍ରୀକାନ୍ତ ସାହୁ ଙ୍କ ସମେତ ବରିଷ୍ଠ ବିଜେଡି ନେତା ହର ପ୍ରସାଦ ସାହୁ ଯୋଗ ଦେଇଥିଲେ ।ଗଞ୍ଜାମ ରୁ ଭବାନୀ ଶଙ୍କର ପଣ୍ଡାଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button