Entertainment

ହନୁମାନ ଜୟନ୍ତୀ ଉପଲକ୍ଷେ ରାମ ଭକ୍ତ ଙ୍କ ଦ୍ୱାରା ବିଶାଳ ଶୋଭା ଯାତ୍ରା

ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସର ରେ ଛତିଆ ର ଶହ ଶହ ରାମ ଭକ୍ତ ମାନେ ଏକ ବିଶାଳ ଶୋଭା ଯାତ୍ରା କରି ଛତିଆ ଓ ତାର ଆଖ ପାଖ ଅଂଚଳ ର ବଜାର ପରିକ୍ରମା କରିଥିଲେ, ପ୍ରସିଦ୍ଧ ଶୈବ ପୀଠ ଅମରେଶ୍ୱର ରୁ ପୂଜାର୍ଚନା କରି ଶୋଭା ଯାତ୍ରା ଆରମ୍ଭ କରିଥିଲେ, ବାବା ଅମରେଶ୍ୱର taxi ଷ୍ଟାଣ୍ଡ ପକ୍ଷ ରୁ ସମସ୍ତ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button