Entertainment

ବାବା ଅମରେଶ୍ୱର taxi ଷ୍ଟାଣ୍ଡ ପକ୍ଷରୁ ଜଳ ଛତ୍ର

ଆଜି ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଛତିଆ ବାବା ଅମରେଶ୍ୱର taxi ଷ୍ଟାଣ୍ଡ ପକ୍ଷରୁ ଏକ ଜଳ ଛତ୍ର ଖୋଲାଯାଇଥିଲା, ସ୍ଥାନୀୟ ସରପଞ୍ଚ ରମେଶ ପୃଷ୍ଟି ଏହାକୁ ଉଦଘାଟନ କରିଥିଲେ, ଛତିଆ ବସ ଷ୍ଟାଣ୍ଡ ପାଖରେ ଏହି ଜଳ ଛତ୍ର ଖୋଲା ଯାଇଥିବାରୁ ଶହ ଶହ ପଥ ଚାରି ମାନେ ଅତି ସହଜ ରେ ଦହି ସରବତ ପିଇ ନିଜର ତୃଷା ନିବାରଣ କରିପାରୁଥିବା ଦେଖିବାକୁ ମିଳୁଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button