Entertainment
ଆନନ୍ଦ ବଜାର ମାଆ କାମନା କାଳୀ ଚକରା ଦଣ୍ଡ ପାଟି ଜବାହର ଚୌକ୍ ଠାରେ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ


ଆଜି ଆନନ୍ଦ ବଜାର ମାଆ କାମନା କାଳୀ ଚକରା ଦଣ୍ଡ ପାଟି ଜବାହର ଚୌକ୍ ଠାରେ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ। ପ୍ରଭା କାଳୀ ନୃତ୍ୟ, ହାଡ଼ି ହାଡିଆଣି,ଶିବ ପାର୍ବତୀ , ଚଡ଼ିୟା ଚଡଉନି,ଯୋଗୀ ଯୋଗିଆଣି ,ନାବିକ ବିଭିନ୍ନ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ।




