Entertainment

ମା ଜାଗୁଳାଇ ଙ୍କ ପୀଠରେ ଅଷ୍ଟ ପ୍ରହର ନାମ ଯଂଜ୍ଞ

 ଛତିଆ ର ଗ୍ରାମ ଦେବତୀ ମା ଜାଗୁଳାଇ ଙ୍କ ପୀଠ ରେ ଚଳିତ ମାସ 10ତାରିଖ ଠାରୁ 12ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହେଉଅଛି,10ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଛନ୍ତି, ବାବୁଲି ମଲିକ ଓ ତାଙ୍କ ଧର୍ମ ପତ୍ନୀ ପାକି କର୍ତା କର୍ତ୍ତୀ ଭାବେ ଦଧି ହାଣ୍ଡି ଧାରଣ କରିଛନ୍ତି, ପୂଜକ ଅନନ୍ତ କୁମାର ଦାସ ଓ ମାନସ କୁମାର ଦାସ ବେଦ ମନ୍ତ୍ର ପାଠ କରୁଛନ୍ତି, ଦୁଇ ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଅଛି, ରାକେଶ ସନ୍ତୋଷ ରାଜେଶ ବାବୁ ବଳରାମ ସାଗର ରାଜୁ ପବିତ୍ର ମିଟୁଆ କୁଲୁ ଗଉରା ଧୋନି ସାଇ ସାନୁ ବାଦଲ ସୁଶାନ୍ତ ପ୍ରମୁଖ ଉକ୍ତ କାର୍ଯ୍ୟ କ୍ରମ କୁ ପରିଚାଳନା କରୁଥିବା ବେକେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button