Entertainment

ନିଶ୍ଚନ୍ତା ଗାଦି ରେ ବାଦୀ ପାଲା

ଉଚ୍ଚ ପଦା ପଂଚାୟତ ଅନ୍ତର୍ଗତ ନିଶ୍ଚନ୍ତା ଗାଦିରେ ଚଳିତ ମାସ ସୋମ ବାର ଠାରୁ ଶୁକ୍ର ବାର ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପି ବାଦୀ ପାଲା ଅନୁଷ୍ଠିତ ହେଉଅଛି, ଗାୟକ ପ୍ରବୀର ସନାତନ ଦାସ ଓ ଗାୟକ ସାଗର ତ୍ରିଲୋଚନ ବେହେରା ମନ ମୁଗ୍ଧ କର ପାଲା ପରିବେଷଣ କରି ସହ ସହ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରୁଥିବା ଦେଖିବାକୁ ମିଳୁଛି, ପାଲା କମିଟି ର ସଭାପତି କୈଳାସ ଚନ୍ଦ୍ର ସ୍ୱାଇଁ ତ୍ରୈଲୋକ୍ୟ ତ୍ରିପାଠୀ ରବୀନ୍ଦ୍ର ସ୍ୱାଇଁ ଧରଣୀ ଧର ସ୍ୱାଇଁ ଦେବାଶିଷ ସ୍ୱାଇଁ ଙ୍କ ସମେତ ସମସ୍ତ ସଦସ୍ୟ ଏହାକୁ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,

Related Articles

Back to top button