Entertainment

ଚଣ୍ଡିଖୋଲ ସତସଙ୍ଗ ବିହାର ର 15ତମ ଉଦବୋଧନୀ ସ୍ମୃତି ମହୋତ୍ସବ

ଚଣ୍ଡିଖୋଲ ସତସଙ୍ଗ ବିହାର ର 15ତମ ଉଦବୋଧନୀ ସ୍ମୃତି ମହୋତ୍ସବ ଗତ କାଲି ସତସଙ୍ଗ ବିହାର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି,ସହ ପ୍ରତି ଋତ୍ଵିକ ପଦ୍ମ ନାଭ ସାହୁ ଏଥିରେ ଅଧକ୍ଷତା କରିଥିଲେ,ସହ ପ୍ରତି ଋତ୍ଵିକ ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ,, ସହ ପ୍ରତି ଋତ୍ଵିକ ଚିତ୍ତ ରଞ୍ଜନ ସାହୁ ନଟବର ସାହୁ ଫକୀର ଚରଣ ପୃଷ୍ଟିପ୍ରମୁଖ ଶ୍ରୀ ଶ୍ରୀ ଠାକୁର ଙ୍କ କଥା ତୋଳି ଧରିଥିଲେ ସତସଙ୍ଗ ବିହାର ର ଇତିହାସ ଉପରେ ମୁଖ୍ୟାଂସ ରେ ଆଲୋଚନା ରଖିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସହ ପ୍ରତି ଋତ୍ଵିକ ରଞ୍ଜନ କୁମାର ଧଳ ଅଧର୍ଜୁ ସନାତନ ଲେଙ୍କା ପ୍ରଫୁଲ୍ଲ ନାୟକ ପ୍ରଶାନ୍ତ ପାତ୍ର ବିଜୟ ସ୍ୱାଇଁ ଯାଜକ ରମେଶ ସାହୁ ଅଶୋକ ଦାସ ଗଣେଶ୍ୱର ସାହୁ କାର୍ତିକ ରାଉତ ପ୍ରମୁଖ ଯୋଗ ଦାନ କରିଥିଲେ, ନବଘନ ସାହୁ କୋରସ ଭାଗ୍ୟଧର ସାହୁ କୀର୍ତନ ପରିବେଷଣ କରିଥିଲେ, ମାନସ ଦାସ ଓ ଜ୍ୟୋତି ରିନ୍ଦ୍ର ଦାସ ବାଦ୍ୟ ଯନ୍ତ୍ର ପରିବେଷଣ କରିଥିଲେ, ସ୍ଥାନୀୟ ଅଞ୍ଚଳ ର ସହ ସହ ସଂଖ୍ୟା ରେ ଗୁରୁ ଭାଇ ଓ ମା ମାନେ ଯୋଗ ଦେଇ ପ୍ରିୟ ପରମ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button