Entertainment
ଛତିଆ ରେ ଗତକାଲି ରାମ ଚରିତ ମାନସ ଓ ହନୁମାନ ଚାଳିଶା ପୂଜା କାର୍ଯ୍ୟ କ୍ରମ ଅନୁଷ୍ଠିତ


ଛତିଆ ରେ ଗତକାଲି ରାମ ଚରିତ ମାନସ ଓ ହନୁମାନ ଚାଳିଶା ପୂଜା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି, ଅଶୋକ କୁମାର ନନ୍ଦ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେ ଆୟୋଜିତ କାର୍ଯ୍ୟ କ୍ରମ ରେ ପଣ୍ଡିତ ତାପସ ରଞ୍ଜନ ମିଶ୍ର ଓ ଶ୍ୟାମ ସୁନ୍ଦର ଶତପଥି ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ, ସଞ୍ଜୟ ନନ୍ଦ ଓ ତାଙ୍କ ଧର୍ମ ପତ୍ନୀ ଜଲୀ ରାଣୀ କର୍ତା କର୍ତ୍ତୀ ଭାବେ ପୂଜାରେ ବସିଥିଲେ, ସଂଗୀତ ଜ୍ଞ ଭାଗିରଥି ନାୟକ ମନ ମୋହନ ବେହେରା କାର୍ତିକ ରାଉତରାମ ଚରିତ ମାନସ ଓ ହନୁମାନ ଚାଳିଶା ପାଠ କରିଥିଲେ,ମଙ୍ଗୁ ରାଉତ ଜୟନ୍ତସାମଲ ଜୈରାମ ମଲିକମନୁ ସାମନ୍ତ ରାୟ ପ୍ରମୁଖବାଦ୍ୟ ଯନ୍ତ୍ର ପରିବେଷଣ କରିଥିଲେ,, ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ




