Entertainment
5ଦିନ ବ୍ୟାପି ଚବିଶ ପ୍ରହର ମହା ମନ୍ତ୍ର ନାମ ଯଂଜ୍ଞ ଅନୁଷ୍ଠିତ


ନବ ଦୀପ ଧାମ ଗୌଡି ୟ ବେଦାନ୍ତ ସମିତି ର ଭକ୍ତି ବେଦାନ୍ତ ଭାରତୀ ମହାରାଜ (ସୁଦାମ ବାବା )ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେପାରିଆ ପଂଚାୟତ ବରୁଣିଆ ହରି ଶଙ୍କର ପୀଠ ରେ ଚଳିତ ମାସ 6ତାରିଖ ଠାରୁ 10ତାରିଖ ପର୍ଯ୍ୟନ୍ତ 5ଦିନ ବ୍ୟାପି ଚବିଶ ପ୍ରହର ମହା ମନ୍ତ୍ର ନାମ ଯଂଜ୍ଞ ଅନୁଷ୍ଠିତ ହେଉଅଛି,50ଗୋଟି ସଂକୀର୍ତନ ମଣ୍ଡଳୀ ଉକ୍ତ ନାମ ଯଂଜ୍ଞ ରେ ଯୋଗ ଦାନ କରିଥିବା ଦେଖିବାକୁ ମିଳିଛି, ଜଗବନ୍ଧୁ ବେହେରା କର୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଭାବେ ସୁଦାମ ବାବା ବେଦ ମନ୍ତ୍ର ପାଠ କରୁଛନ୍ତି,5ଦିନ ବ୍ୟାପି ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ରଖାଯାଇଅଛି, ଆଞ୍ଚଳିକ ଗୌର ଭକ୍ତ ବୃନ୍ଦ ତଥା ବରୁଣିଆ ଗ୍ରାମ ବାସି ଏଥିରେ ସହଯୋଗ କରୁଥିବା ଦେଖି ବାକୁ ମିଳିଛି, ହଜାର ହଜାର ସଂଖ୍ୟା ରେ ଭକ୍ତ ମାନଙ୍କର ସମାଗମ ଲାଗି ରହିଛି,, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




