Politics

ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକ ଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି କର୍ମୀ,

 ବଡ଼ଚଣା ବିଜେପି ପ୍ରାର୍ଥୀ ଅମର ନାୟକ ଙ୍କ ଟିକେଟ ଘୋଷଣା ପରେ ବିଜେପି କର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଚମ୍ପାପୁର ପଂଚାୟତ କାର୍ଯ୍ୟଳୟ ଠାରେ ସରପଞ୍ଚ ପ୍ରତିନିଧି ଭାବେ ସ୍ମିତ ରଞ୍ଜନ ପ୍ରଧାନ ଅଶ୍ୱନୀ ରାଉତ ଭବାନୀ ବେହେରା ସୁଶାନ୍ତ ସାହୁ ରଞ୍ଜନ ସାହୁ ଙ୍କ ସମେତ ବହୁ ଦଳୀୟ କର୍ମୀ ମିଷ୍ଟାର୍ଣ ବଣ୍ଟନ କରିବା ସହିତ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ଯୁକ୍ତ ଅମର କୁମାର ନାୟକ ଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ, ଜଗନ୍ନାଥ ଙ୍କ ପାଖରେ ତାଙ୍କର ମଙ୍ଗଳ କାମନା କରିଥିଲେ, ଆସନ୍ତା ନିର୍ବାଚନ ରେ ବିପୁଳ ବିଜୟ ପାଇଁ ସମସ୍ତ କର୍ମୀ ଙ୍କ ସହଯୋଗ କାମନା କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button