Entertainment
ସ୍ମାରକୀ ପଦ୍ମ ଲୋଚନ ଗାଦି ର ବାଦୀ ପାଲା ଅନୁଷ୍ଠିତ


ନେଳିଆ ଗ୍ରାମ ସ୍ଥିତ ମା ମଙ୍ଗଳା ଙ୍କ ପୀଠରେ ଚଳିତ ମାସ 3ତାରିଖ ଠାରୁ 5ତାରିଖ ପର୍ଯ୍ୟନ୍ତ ତିନି ରାତ୍ର ବ୍ୟାପି ସ୍ମାରକୀ ପଦ୍ମ ଲୋଚନ ଗାଦି ର ବାଦୀ ପାଲା ଅନୁଷ୍ଠିତ ହେଉଅଛି, ଗାୟକ ଯୁବ ଜ୍ୟୋତି ଦୁର୍ଯ୍ୟୋଧନ ନାୟକ ଗାୟକ ଜ୍ଞାନ ଜ୍ୟୋତି ଶରତ ଚନ୍ଦ୍ର ଦଳେଇ ମନ ମୁଗ୍ଧ କର ପାଲା ପରିବେଷଣ କରି ହଜାର ହଜାର ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରୁ ଥିବା ଦେଖିବାକୁ ମିଳୁଛି, ପାଲା କମିଟି ର ସଭାପତି ଧୂନି ବେହେରା ସମ୍ପାଦକ ଆମ୍ବୁଜ ବସନ୍ତିଆ ଙ୍କ ପ୍ରତେକ୍ଷ ତତ୍ୱା ବଧାନ ରେଆୟୋଜିତ ପାଲା ରେ ସମସ୍ତ କର୍ମ କର୍ତା ଓ ଗ୍ରାମ ବାସି ସହଯୋଗ କରୁଛନ୍ତି, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ସମର୍ଥ ନିୟୁଜ




