ପଶ୍ଚିମ ଛତିଆ ଜୋନ ପକ୍ଷରୁ ସତସଙ୍ଗ ଅନୁଷ୍ଠିତ


ଆଜି ଚଣ୍ଡିଖୋଲ ସତସଙ୍ଗ ବିହାର ରେ ପଶ୍ଚିମ ଛତିଆ ଜୋନ ପକ୍ଷରୁ ସତସଙ୍ଗ ଅନୁଷ୍ଠିତ ହୋଇଯାଇଅଛି,ସହ ପ୍ରତି ଋତ୍ଵିକ ଫକୀର ଚରଣ ପୃଷ୍ଟି ସତସଙ୍ଗ ପରିଚାଳନା କରିଥିଲେ,ସହ ପ୍ରତି ଋତ୍ଵିକ ପଦ୍ମନାଭ ସାହୁ ଚିତ୍ତରଞ୍ଜନ ସାହୁ ନଟବର ସାହୁ ଦେବେନ୍ଦ୍ର ନାୟକ ରଞ୍ଜନ କୁମାର ଧଳ ନାରାୟଣ ଚନ୍ଦ୍ର ପ୍ରଧାନ ଅଧର୍ଜୁ କର୍ମୀ ପ୍ରଫୁଲ୍ଲ ନାୟକ ପ୍ରଶାନ୍ତ ପାତ୍ର ସନାତନ ଲେଙ୍କା ଯାଜକ ପ୍ରମୋଦ ରାଉତ ରାୟ ରମେଶ ସାହୁ କାର୍ତିକ ରାଉତ ଗଣେଶ୍ୱର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ଶ୍ରୀ ଶ୍ରୀ ଠାକୁର ଙ୍କ ଦିବ୍ୟ ଜୀବନୀ ଉପରେ ଆଲୋକ ପାତ କରିଥିଲେ,ପ୍ରିଅବ୍ରତ ଲେଙ୍କା ସତ୍ୟାନୁସରଣ ସୁନିତ ସୁନ୍ଦର ପ୍ରଧାନ ନାରୀର ନୀତି ପାଠ କରିଥିଲେ,ସ୍ୱରୂପା ଦାସ ରଘୁ ନନ୍ଦନ ସାହୁ ଓ ହୈମୟନ୍ତୀ ଲେଙ୍କା ଭକ୍ତି ସଂଗୀତ ଜ୍ୟୋତିରିନ୍ଦ୍ର ଦାସ କୋରସ ଓ ଅଧର୍ଜୁ ଅଭିମନୁ ସାମନ୍ତ ରାୟ କୀର୍ତନ ପରିବେଷଣ କରିଥିଲେ,ସହ ପ୍ରତି ଋତ୍ଵିକ ବାମନ ଚରଣ ସାହୁ ଅଧର୍ଜୁ ଖାରବେଳ ସେଠ୍ ଇଞ୍ଜିନିଅର ସୁନୀଲ ପଣ୍ଡାବାବୁ ସାହୁ ରଘୁନାଥ ପ୍ରଧାନ ବିଚିତ୍ର ପ୍ରଧାନ ଚିତ୍ତ ରଞ୍ଜନ ସାହୁ ମାଧବ ପରିଡା କମଲ ରାଉତ ଶିଶିର ବିଶ୍ୱାଳ ଉତ୍ତମ ଭାଇ ଛବିନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତେ ସହଯୋଗ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




