Entertainment

ଉଠିଲା ହରଭଙ୍ଗା ମା ରୁଦ୍ରକାଳୀ ଦଣ୍ଡ.. .. ବାବା ଆଦେଶ୍ଵର ମଣିଡାକରେ ଉଛୁଳିବ ଗାଁ ଦାଣ୍ଡ…

 

ବୌଦ୍ଧ :27/03(ଚିତ୍ତ ରଂଜନ ସିଂ ). ପବିତ୍ର ଚୈତ୍ର ମାସରେ ଗାଁ ଗାଁ ରେ ଦଣ୍ଡ ଯାତ୍ରା l ଶିବ ଶକ୍ତି ଙ୍କ ଗ୍ରାମେ ଗ୍ରାମେ ଭ୍ରମଣ l ଷୋଳ ସୁଅଙ୍ଗ ଦଣ୍ଡ ନାଚ, ମଣି ଡାକ ରେ ଉଛୁଳି ପଡେ ଗାଁ ଠୁ ସହର l ଚାରିଆଡେ ଭକ୍ତିମୟ ପରିବେଶ l ବୌଦ୍ଧ ଜିଲ୍ଲା ର ବହୁ ଶୈବ ପିଠାରୁ ଦଣ୍ଡ ଉଠିଥିବା ବେଳେ ଆଜି ହରଭଙ୍ଗା ମା ରୁଦ୍ରକାଳୀ ଦଣ୍ଡ ଉଠିଥିବା ଜଣାପଡିଛି l 100ବର୍ଷ ରୁ ଉର୍ଦ୍ଧ ପୁରାତନ ରୁଦ୍ରକାଳୀ ଦଣ୍ଡ ରେ ଶହଶହ ମାନସିକ ଧlରି ଭକ୍ତ,13ଭୋକତା ନିସାର୍ଧ ରେ ମାନସିକ ବ୍ରତ କରି ମହାନଦୀ ଘାଟରେ ଦଣ୍ଡ ଜିଆଇଁ ବାବା ଆଦେଶ୍ୱର ଶୈବ ପିଠାରୁ ରୀତିନୀତି ଅନୁସାରେ ପୂଜାର୍ଚନା କରି ବାବା ଙ୍କୁ ବରଣ କରି କାମନା ଗୁଢ଼ୀ କୁ ଆଣିଥିଲେ l ଚଳିତ ବର୍ଷ ମା ରୁଦ୍ରକାଳୀ ଦଣ୍ଡ ଆଜି ଉଠି ପଣା ସଂକ୍ରାନ୍ତି ଦିନ ଉଦଯାପିତ ହେବା ନେଇ ଜଣା ପଡିଛି l

Related Articles

Back to top button