ତିନି ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ


ନେଳିଆ ପଂଚାୟତ ପଦ୍ମ ନାଭ ପୁର ସ୍ଥିତ ଶ୍ରୀ ଶ୍ରୀ ଅର୍ଜୁନ ବାବୁ ଠାକୁର ଙ୍କ ବିଜେ ସ୍ଥଳୀ ଠାରେ ଚଳିତ ମାସ 24ତାରିଖ ଠାରୁ 26ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଅନୁଷ୍ଠିତ ହୋଇଯାଇଅଛି,15ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଥିଲେ, ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ଟିମ ବଡ଼ଚଣା ଅଧକ୍ଷ ଆଦ୍ୱିତୀୟ ଶତପଥି ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ରମେଶ ବେହେରା କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ହରି ନାରାୟଣ ଦାଶ ବେଦ ପାଠ କରି ପୂଜାର୍ଚନା କରିଥିଲେ, ଦୁଇ ଦିନ ବ୍ୟାପି ସମସ୍ତ ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା, ରତ୍ନାକର ପ୍ରତିହାରୀ ରବୀନ୍ଦ୍ର ପ୍ରତିହାରୀ ପ୍ରଫୁଲ୍ଲ ପ୍ରତିହାରୀ ରଞ୍ଜନ ପ୍ରତିହାରୀ ଅଜୟ ସାହୁ ପ୍ରଭାତ ପ୍ରତିହାରୀ ରାକେଶ ପ୍ରତିହାରୀ ଅରୁଣ ଲେଙ୍କା ଦୀପ୍ତି କାନ୍ତ ଲେଙ୍କା ନର ହରି ବିଶୋଇ ବସନ୍ତ ସାହୁ ଲିଟୁନା ପ୍ରତିହାରୀ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,




