Entertainment

ଦୋଳମଣ୍ଡପ ସାହିର ଦୋଳ ମଣ୍ଡପ ସାରା ଢେଙ୍କାନାଳ ବଜାରର ରାଧାଦାମୋଦର ମିଳନ ସ୍ଥଳ ଭାବରେ ପ୍ରସିଦ୍ଧି ଲ।ଭ କରିଛି।

କାହିଁକି କେତେ କାଳରୁ ଦୋଳମଣ୍ଡପ ସାହିର ଦୋଳ ମଣ୍ଡପ ସାରା ଢେଙ୍କାନାଳ ବଜାରର ରାଧାଦାମୋଦର ମିଳନ ସ୍ଥଳ ଭାବରେ ପ୍ରସିଦ୍ଧି ଲିଭ କରିଛି। ଟାଉନ୍ ଏଵଂ ଟାଉନ୍ ର ଅନ୍ୟ ଦେବସ୍ଥଳିର ବିମାନମାନ ଆସି ଦୋଳପୂର୍ଣ୍ଣିମା ସନ୍ଧ୍ୟା ସମୟରେ ଦୋଳ ଭାଡିରେ ପୂଜା ପାଆନ୍ତି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଖୁବ ଆଡ଼ମ୍ବର ସହକାରେ ଏହା ପାଳିତ ହୋଇଯାଇଛି ଦୋଳମଣ୍ଡପ ସାହିର ନିଜସ୍ବ ଲଉଡ଼ି ଖେଳରୁ ଏହା ଆରମ୍ଭ ହୋଇ ଆମନ୍ତ୍ରିତ ହୋଇଥିବା ଲଉଡ଼ି ଖେଳ ଏହି ସମାରୋହରେ ଯୋଗ ଦେଇ ଖୁବ୍ ଶାନ୍ତି ଶୃଙ୍ଖଳା ସହ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଏହି ସମାରୋହକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଦୋଳମଣ୍ଡପ ସାହିର ଗୋପାଳସମାଜ ର ସଭାପତି ଗଦାଧର ଷଣ୍ଢ ଙ୍କ ସହ ଶ୍ରୀ ବଟକୃଷ୍ଣ ବେହେରା,ଶ୍ରୀ ଗୋବିନ୍ଦ ଷଣ୍ଢ , ନରେନ୍ଦ୍ର ଦଳେଇ, ଟୁଲୁ ଓଝା, ସତ୍ୟାନନ୍ଦ ବେହେରା,ପ୍ରସନ୍ନ ବେହେରା ଇତ୍ୟାଦି ସମାଜ ସାହି ଭାଇଙ୍କ ସମର୍ପଣ ଭାବରେ ଖୁବ୍ ଉତ୍ସାହରେ ସମାହିତ ହୋଇପାରିଛି।

Related Articles

Back to top button