Entertainment

ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ

 

ଆଜି ପବିତ୍ର ହୋଲି ରେ ଢେ଼ଙ୍କାନାଳ ମିନା ବଜାରସ୍ଥ ସାଇ ଦରବାର ପ୍ରାଙ୍ଗଣ ରେ ପୂର୍ବ ବର୍ଷ ମାନଙ୍କ ଭଳି ଏବର୍ଷ ମଧ୍ୟ ସାଇବାବାଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସକାଳ ଆଠଟାରୁ ଦଶଟା ପର୍ଯ୍ୟନ୍ତ ଢେ଼ଙ୍କାନାଳ ସହର ପରିକ୍ରମା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାଇ ପ୍ରେମୀ ସାଇ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ। ସାଇବାବାଙ୍କ ଏହି କାର୍ଯ୍ୟକ୍ରମ ଢେ଼ଙ୍କାନାଳ ସହରକୁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା । ଉକ୍ତ ପାଲିଙ୍କି ଯାତ୍ରା ବହୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଥିଲା।

Related Articles

Back to top button