ସୋଲର ବେଣ୍ଟ କୁଆଁରୀ ଙ୍କ ପୀଠ ରେ ଅଷ୍ଟ ପ୍ରହର ନାମ ଯଂଜ୍ଞ


ସୋଲର ଦେଉରି ସାହି ସ୍ଥିତ ବେଣ୍ଟ କୁଆଁରୀ ଙ୍କ ପୀଠରେ ଗ୍ରାମ ର21ତମ ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଚଳିତ ମାସ 18ତାରିଖ ଠାରୁ 20ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି,10ଗୋଟି ସଂକୀର୍ତନ ମଣ୍ଡଳୀ ଏହି ନାମ ଯଂଜ୍ଞ ରେ ଯୋଗ ଦାନ କରିଛନ୍ତି, ପ୍ରହଲ୍ଲାଦ ସାମଲ କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିବା ବେଳେ ପୂଜକ ଜୟ ନାରାୟଣ ମିଶ୍ର ବେଦ ପାଠ କରୁଥିବା ଦେଖିବାକୁ ମିଳିଛି, ଦୁଇ ଦିନ ବ୍ୟାପି ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଅଛି, ତପନ ଦେଉରି ରଞ୍ଜନ ଦେଉରି ମିଞ୍ଜନ ଦେଉରି କେଶବ ଦେଉରି ସୁକାନ୍ତ ଦେଉରି ପ୍ରମୋଦ ଦେଉରି ଲିପୁ ଦେଉରି ପପୁ ଦେଉରି ସଂକୁ ଦେଉରି ପ୍ରମୁଖ ଏହାକୁ ପରିଚାଳନା କରୁଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରୁଛନ୍ତି,ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ସରପଞ୍ଚ ବିଜୟ ସ୍ୱାଇଁପୂର୍ବତନ ସରପଞ୍ଚ ନୀଳମଣି ରାଉତ ସମିତି ସଭ୍ୟ ସଞ୍ଜୟ ବେହେରା ପୂର୍ବତନ ସମିତି ସଭ୍ୟ ମାଧବାନନ୍ଦ ମହାପାତ୍ର କ୍ଷେତ୍ର ବାସି ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରୋଜ ଙ୍କ ରିପୋର୍ଟ ସମର୍ଥ ନିୟୁଜ




