Entertainment

ଛତିଆ ରାଜ ଦୋଳ ମିଳନ ର ତୃତୀୟ ସନ୍ଧ୍ୟା

ଆଜି ର ମୁଖ୍ୟ ଅତିଥି ମିହିର ପ୍ରତାପ ଦାଶ ସମ୍ମାନିତ ଅତିଥି ଅରବିନ୍ଦ ଷେଣ୍ଢ ନାରାୟଣ ପ୍ରଧାନ ସଂଯୋଜକ ରଶ୍ମିରଂଜନ ଷେଣ୍ଢ ମାନସ ରଞ୍ଜନ ଦାଶ ଅକ୍ଷୟ ସାମନ୍ତ ରାୟ ବିଭୁତି ଭୂଷଣ ସାହୁ ଦୁର୍ଯ୍ୟୋଧନ ଖଣ୍ଡୁଆଳ ମିନକୁମାରୀ ଜେନା, ପଟଣା ନେଳିଆ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ, କୃତି ପ୍ରତିଯୋଗୀ ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ମଂଚାସୀନ ଅତିଥି ବୃନ୍ଦ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button