Entertainment

ମାଟି ବଂଶ ଅବଧାନ ସମାଜ ର ସଂସ୍କାର କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଉତ୍ସବ

ଗତକାଲି ମାଗୁରା ଧାନ ମଣ୍ଡଳ ପଂଚାୟତ ଅଧୀନ ଚଡେଇ ପଦା ଅଡ ମ୍ବୁ ର ଓ ମାଗୁରା ତିନି ଗୋଟି ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ମହା ପୁରୁଷ ମନ୍ଦର ଧର ଦାଶ ଙ୍କ ଗାଦି ପୀଠ ଠାରେ ମାଟି ବଂଶ ଅବଧାନ ସମାଜ ର ସଂସ୍କାର କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି, ଏଥି ସହିତ ଖଡ଼ି ଛୁଆଁ ଓ ଉପବିତ (ପଇତା )ଧାରଣକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଉତ୍ସବ ରେ ସିଦ୍ଧଗିରି ଆଶ୍ରମର ମଠା ଧୀଶ ବାବାଜୀ ବିଶ୍ୱନାଥ ଦାଶ ମହାରାଜ ମୁଖ୍ୟ ଅତିଥି ଓ ପଣ୍ଡିତ ହୃଷିକେଶ ରଥମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିଥିଲେ,କଟକ ଜିଲ୍ଲା ସଭାପତି କପିଳେଶ୍ଵରପାଲ ଏଥିରେ ସଭାପତିତ୍ୱ କରିଥିଲେ,ମାଟି ବଂଶ ଅବଧାନ ସମାଜ ର ରାଜ୍ୟ ସଭାପତି ଅଭିରାମ ନାୟକଅନୁଗୁଳ ଜିଲ୍ଲା ଉପ ସଭାପତିଟିକନ ଦାଶ ଗୁରୁ ପଣ୍ଡିତ ମେଘ ନାଦ ମହାରଣା ଟାଙ୍ଗୀ ବ୍ଳକ ସଭାପତି ଲିଙ୍ଗରାଜ ନାଥ ସମ୍ପାଦକ ଦନାର୍ଦନ ଦାଶ ଜଲଜିତ ନାଥ ଶ୍ରୀଧର ନାଥ ମଧୁ ସୁଦନ ଗେରୁ ଅଶୋକ ବାଇ ହରେକୃଷ୍ଣ ମହାରଣା କପିଳ ଚରଣ ପାଲ ଗ୍ୟାଧର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ,ଭାଗ୍ୟଧର ନାୟକ ନଙ୍ଗୁଳି ଚରଣ ଦାଶ ବଳରାମ ଦାଶ କପିଳ ନାୟକ ବଂଶୀଧର ନାୟକ ବିଷ୍ଣୁ ଚରଣ ଦାଶ ପ୍ରଶାନ୍ତ ନାୟକ ନାରାୟଣ ନାୟକ ପ୍ରଭାସ ଦାଶ ପ୍ରମୁଖକାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ, ଅନ୍ୟ ସମସ୍ତେ ସହଯୋଗ କରିଥିଲେ,ପଂଚାୟତ ସ୍ତରୀୟ କର୍ମ କର୍ତ୍ତା ଚୟନ କରାଯାଇଥିଲା, ସର୍ବ ସମ୍ମତି କ୍ରମେ ପ୍ରକାଶ ବାଇ ଙ୍କୁ ମାଗୁରା ଗ୍ରାମପଞ୍ଚାୟତ ର ସଭାପତି ଅରୁଣ ଦାଶ ଙ୍କୁ ସମ୍ପାଦକ ଜଗନ୍ନାଥ ନାୟକ ଙ୍କୁ କୋଷାଧକ୍ଷ ଚିନ୍ମୟ ନାୟକ ଙ୍କୁ ଉପ ସଭାପତି ଓ ଯଚି ନ୍ଦ୍ର ଦାଶ ଙ୍କୁସହ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା,ଜଗନ୍ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button