Entertainment
ଛତିଆ ରାଜ ଦୋଳ ମିଳନ ର ଦ୍ୱିତୀୟ ସନ୍ଧ୍ୟା


ଆଜି ଛତିଆ ରାଜ ଦୋଳ ମିଳନ ର ଦ୍ୱିତୀୟ ସନ୍ଧ୍ୟା ରେ ଉଦୀୟମାନ କଳା ପରିଷଦ ଓ ମାତୃ ନିଳୟଂମ ଛତିଆ ପକ୍ଷରୁ ଓଡିଶୀ ନୃତ୍ୟ ସମ୍ବଲପୁରୀ ଓ ରାଧା କୃଷ୍ଣ ଙ୍କ ଉପରେ ଆଧାରିତ ବିଭିନ୍ନ ପୌରାଣିକ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା, ଇଞ୍ଜିନିଅର ଅକ୍ଷୟ କୁମାର ନନ୍ଦ ମୁଖ୍ୟ ଅତିଥି ପ୍ରାକ୍ତନ ବ୍ଳକ ଅଧକ୍ଷ ଭାଗ୍ୟଧର ମଲିକ ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ମହେଶ୍ୱର ଓଝା ସନ୍ତୋଷ ମହାନ୍ତି ଦିଲୀପ ମହାନ୍ତି ସାମ୍ବାଦିକ କାର୍ତିକ ରାଉତ ଦିଗାମ୍ବର ମହାପାତ୍ର ରାକେଶ ନାୟକ ମେଲଣ କମିଟି ଆବାହକ ମିହିର ପ୍ରତାପ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ, କୁନି କୁନି କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ମାନ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




