Entertainment

ଅଷ୍ଟ ପ୍ରହର ନାମ ଯଂଜ୍ଞ

ନେଳିଆ ପଂଚାୟତ ପଦ୍ମନାଭ ପୁର ତ୍ରିନାଥ ଗୋସେଇଁ ଙ୍କ ଗାଦି ପୀଠ ଠାରେ ଗ୍ରାମ ର ବାର୍ଷିକ ଅଷ୍ଟ ପ୍ରହର ନାମ ଯଂଜ୍ଞ ଚଳିତ ମାସ 16ତାରିଖ ଠାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଅଛି,10ଗୋଟି ସଂକୀର୍ତନ ମଣ୍ଡଳୀ ଏଥିରେ ଯୋଗ ଦାନ କରିଥିଲେ, କଳିଙ୍ଗ ପାତ୍ର କର୍ତ୍ତା ଭାବେ ଦଧି ହାଣ୍ଡି ଧାରଣ କରିଥିଲେ, ପୂଜକ ନରସିଂହ ଦାଶ ବେଦ ପାଠ କରିଥିଲେ, ଶିକ୍ଷାବିତ ଜଗବନ୍ଧୁ ପାତ୍ର ବାମ ଦେବ ରାଉତ ଅକୁଳାନନ୍ଦ ବେହେରା ଭାଗ୍ୟଧର ରାଉତ ନଟବର ଓଝା କପିଳ ରାଉତ ରତ୍ନାକର ପ୍ରତିହାରୀ ରମେଶ ସାହୁ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମ ବାସି ଏଥିରେ ସହଯୋଗ କରିଥିଲେ, ଟିମ ବଡ଼ଚଣା ଅଧକ୍ଷ ଆଦ୍ୱିତୀୟ ଶତପଥି ପୂର୍ବତନ ସରପଞ୍ଚ ବାସୁଦେବ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ସରପଞ୍ଚ ଜୟନ୍ତୀ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମ ବାସୀଙ୍କୁ ଉତ୍ସାହିତ କରାଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button