Politics

ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ରାସ୍ତା ର ଶୁଭ ଶିଳାନ୍ୟାସ

 

ବିଧାୟକ ଅମର ପ୍ରସାଦ ଶତପଥି ଙ୍କ ନିର୍ଦେଶ କ୍ରମେ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଅଧୀନ କୁମ୍ଭେଇ ଉପୁଳା ମୁଲିଝର ସୋଲର ରାସ୍ତା ଉର୍ନତି କରଣ ର ଶୁଭ ଶିଳାନ୍ୟାସ ର ଆଜି ଦ୍ୱିତୀୟ ଭାଗ ଶିଳାନ୍ୟାସ କରିଛନ୍ତି ସୋଲର ପଂଚାୟତ ର ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ମାଧବାନନ୍ଦ ମହାପାତ୍ର,ଉପୁଳା ବଡ଼ ପୋଖରୀ ଠାରୁ ସୋଲର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଯାଉଥିବା ଦୁଇ କୋଟି ଦୁଇ ଲକ୍ଷ ସରକାରୀ ଅଟକଳ ରେ ଏହି ରାସ୍ତା ସମ୍ପୂର୍ଣ ହେବ ବୋଲି ଶ୍ରୀଯୁକ୍ତ ମହାପାତ୍ର ସୂଚନା ଦେଇଛନ୍ତି, ଉକ୍ତ ଶିଳାନ୍ୟାସ ଉତ୍ସବ ରେ ସୋଲର ପଂଚାୟତ ସମିତି ସଭ୍ୟ ସଞ୍ଜୟ ବେହେରା ଉପୁଳା ଗ୍ରାମ ର ଶିକ୍ଷାବିତ ଅକ୍ଷୟ ନନ୍ଦ ସନ୍ତୋଷ ପ୍ରଧାନ ଯଶୋବନ୍ତ ବେହେରା ପ୍ରିୟନାଥ ନାୟକ ଓ ବିଚିତ୍ରା ନନ୍ଦ ସେଠି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button